Odisha Link
Bridging the Missing Links in Odisha
Daily Archives

June 24, 2024

ଜୁଲାଇ ୭ରେ ରଥଯାତ୍ରା: ୧୯୭୧ ମସିହା ଭଳି…

ଓଏଲ୍‌ ବ୍ୟୁରୋ: ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧…

ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପୁନେସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ୍‌ ମେଟିଓରୋଲୋଜି (ଆଇଆଇଟିଏମ୍‌) ମଧ୍ୟରେ ୫ ବର୍ଷ ପୂର୍ବରୁ ହୋଇଥିବା ବୁଝାମଣାପତ୍ରର…

ଟିମ୍‌ ଇଣ୍ଡିଆର ନୂଆ ଅଧିନାୟକ

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ ପରେ ଜିମ୍ବାଓ୍ବେ ଗସ୍ତ କରିବ ଟିମ୍‌ ଇଣ୍ଡିଆ। ଏଥିପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ସବୁଠୁ ବଡ଼କଥା ହେଲା ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଆଇପିଏଲ୍‌ର ଷ୍ଟାର ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି। ଏହି ଯୁବ ଟିମ୍‌ର ମଙ୍ଗ ଶୁଭମନ…

ରାଜ୍ୟସଭା ନେତା ନିର୍ବାଚିତ ହେଲେ ଜେପି…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ସଂସଦର ସ୍ବତନ୍ତ୍ର ଅଧିବେଶନ। ନିର୍ବାଚିତ ସାଂସଦ ସଂସଦରେ ନେଉଛନ୍ତି ଶପଥ। ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟିର ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା। ଆଜି ସଂସଦର ରାଜ୍ୟସଭା ସଦନର ନେତା ଭାବେ ଜେପି ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି।…

ବିଶ୍ବର ପ୍ରଥମ କ୍ରିକେଟର, ଯିଏ ୪୫ ଦେଶ…

ଓଏଲ୍‌ ବ୍ୟୁରୋ: ଚଳିତ ଟି-୨୦ ବିଶ୍ବକପ୍‌ରେ ଆଫଗାନିସ୍ତାନ ଟିମ୍‌ ଅଷ୍ଟ୍ରେଲିଆକୁ ହରାଇ ଅଙ୍କ ଗୋଳମାଳ କରି ଦେଇଛି। ଯାହାଫଳରେ ଅଷ୍ଟ୍ରେଲିଆ ଦଳ ସେମି ଫାଇନାଲ ଦୌଡ଼ରେ ରହିବାକୁ ହେଲେ ଆଜି ଭାରତ ବିପକ୍ଷ ମ୍ୟାଚ ଜିତିବାକୁ ପଡ଼ିବ। ନଚେତ ବିଶ୍ବକପ୍‌ରୁ ବିଦା ହେବ। ବିଶ୍ବକପ୍‌ର ୪୮ ତମ ମ୍ୟାଚରେ…

ଆଜି ସୁପର-୮ ମୁକାବିଲାର ବଡ଼ ଲଢ଼େଇ,…

ଓଏଲ୍‌ ବ୍ୟୁରୋ: ଆଜି ଟି-୨ହ ବିଶ୍ବକପ୍‌ ୨୦୨୪ରେ ଖେଳାଯିବ ହାଇଭୋଲଟେଜ ମୁକାବିଲା। ମୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭାରତ-ଅଷ୍ଟ୍ରେଲିଆ। ଆଜି ରାତି ୮ଟାରେ ବିଶ୍ବକପ୍‌ର ୫୧ତମ ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜର ସେଣ୍ଟ ଲୁସିଆର ଡାରେନ ସାମି ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମୁକାବିଲା ଉଭୟ…

ବଙ୍ଗୋପସାଗରରେ ସୃଷ୍ଟି ହେବ…

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିବ ତ୍ରାହି। ଅତ୍ୟଧିକ ତାପମାତ୍ରାରେ ଅତିଷ୍ଟ ହୋଇପଡିଥିବା ରାଜ୍ୟର ଅନେକ ଅଂଚଳରେ ବର୍ଷାର ପରିମାଣ ବଢିବାର ଆଶଙ୍କା ରହିଛି। ପାଖାପାଖି ସମସ୍ତ ଜିଲ୍ଲାରେ ମୌସୁମୀ ବାୟୁ ଅଗ୍ରସର ହେଉଛି। କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ମୌସୁମୀ ବାୟୁ। ମୌସୁମୀ ଅଗ୍ରସର…

ତୀର୍ଥଯାତ୍ରା ହେବ ଆହୁରି ସରଳ, ଭାରତର…

ଓଏଲ୍‌ ବ୍ୟୁରୋ: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ତୀର୍ଥଯାତ୍ରା ଆହୁରି ସରଳ ହେବ। କାରଣ ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରକୁ ଖୁବଶୀଘ୍ର ଗଡ଼ିବ ବସ୍। ଆଜି ରାଜ୍ୟ ସଡକ ପରିବହନ ନିଗମ ବୈଠକରେ ଏନେଇ ଆଲୋଚନା ହୋଇଛି। ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବନାରସ ଭଳି ତୀର୍ଥକ୍ଷେତ୍ରକୁ ଚଳାଚଳ ନେଇ…

ଏଥର ରଥଯାତ୍ରାରେ ଭକ୍ତଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ଆସନ୍ତା ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇ ଉଠିଛି। ରଥଯାତ୍ରାକୁ ନଜରରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଏସବୁ ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀକୁ…

ସାରା ରାଜ୍ୟକୁ ଅଗ୍ରସର ହେଲା ମୌସୁମୀ,…

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିବ ତ୍ରାହି। ଅତ୍ୟଧିକ ତାପମାତ୍ରାରେ ଅତିଷ୍ଟ ହୋଇପଡିଥିବା ରାଜ୍ୟର ଅନେକ ଅଂଚଳରେ ବର୍ଷାର ପରିମାଣ ବଢିବାର ଆଶଙ୍କା ରହିଛି। ପାଖାପାଖି ସମସ୍ତ ଜିଲ୍ଲାରେ ମୌସୁମୀ ବାୟୁ ଅଗ୍ରସର ହେଉଛି। କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ମୌସୁମୀ ବାୟୁ। ମୌସୁମୀ ଅଗ୍ରସର…