Odisha Link
Bridging the Missing Links in Odisha

ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ, କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ

ଓଏଲ୍‌ ବ୍ୟୁରୋ: ଆଜିଠୁ ଅଷ୍ଟାଦଶ ଲୋକସଭା। କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ନବ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇବେ। ଦୁଇ ଦିନ ଧରି ଚାଲିବ ଏହି ପ୍ରକ୍ରିୟା। ଆଜି ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବେ। ଏହାପରେ ୨୬ ତାରିଖରେ ବାଚସ୍ପତି ନିର୍ବାଚନ। କାମଚଳା ବାଚସ୍ପତି ଭାବେ ଶପଥ ଭର୍ତ୍ତୃହରି ମହତାବ ନେଇଛନ୍ତି। ମହାମହିମ ରାଷ୍ଟ୍ରପତି କାମଚଳା ବାଚସ୍ପତି ଭାବେ ଶପଥ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଛନ୍ତି।

Leave A Reply

Your email address will not be published.