Odisha Link
Bridging the Missing Links in Odisha
Daily Archives

June 24, 2024

ହୁ ହୁ ହୋଇ ବଢୁଛି ଜଣ୍ଡିସ୍ ଆକ୍ରାନ୍ତଙ୍କ…

ଓଏଲ୍‌ ବ୍ୟୁରୋ: ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ଜଣ୍ଡିସ୍ ଫେରିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ନେଇ ମହାନଗରବାସୀ ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୮୨ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ପର୍ଯ୍ୟନ୍ତ ଏହି ସଂଖ୍ୟା ୭୪ ରହିଥିଲା।…

ପାଖେଇ ଆସୁଛି ପ୍ରଭୁଙ୍କ ରଥଯାତ୍ରା, ଏପଟେ…

ଓଏଲ୍‌ ବ୍ୟୁରୋ: ଜୁଲାଇ ୭ ତାରିଖରେ ଅନୁଷ୍ଠିତ ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରଥଖଳାରେ ହାତ ବାନ୍ଧି ବସିଛନ୍ତି ବିଶ୍ବକର୍ମା। ଆଜି ପୂର୍ବାହ୍ନରେ ତିନି ରଥରେ ତୃତୀୟ ଭୂଇଁ ସଂଯୋଗ ହୋଇ ସାରିଛି। ହେଲେ ଏହାପରେ ତିନି ରଥର ଯେଉଁ ସବୁ କାର୍ଯ୍ୟ…

ସୁଭଦ୍ରା ଯୋଜନା: କେମିତି ୫୦ ହଜାର ଟଙ୍କା…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର ନୂଆ ଯୋଜନା। ଅନେକ ଗୁଡ଼ିଏ ନୂଆ ଯୋଜନା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଉପଯୁକ୍ତ ହିତାଧିକାରୀ ମହିଳା ମାନଙ୍କୁ ମିଳିବ ୫୦ ଜହାର ଟଙ୍କାର ସହାୟତା ରାଶି। ଯେଉଁ ଟଙ୍କାକୁ ବ୍ୟବହାର କରି ସେମାନେ…

ରାଜନାଥଙ୍କ ପରେ ସାଂସଦ ଭାବେ କାହିଁକି…

ଓଏଲ୍‌ ବ୍ୟୁରୋ: ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ସର୍ବ ପ୍ରଥମେ ଅଧିବେଶନର ପ୍ରଥମ ଦିନର ଆରମ୍ଭ ଜାତୀୟ ସଙ୍ଗୀତରୁ ହୋଇଛି। ଏହାପରେ ୧୭ତମ ଲୋକସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉପସ୍ଥିତ ଥିବା ସାଂସଦ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ସଦସ୍ୟ…

ଜୁନ୍ ୨୫: କଳା ଦିବସ ପାଳିବ ବିଜେପି

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଏସବୁ ଭିତରେ ବିଜେପି ଆସନ୍ତାକାଲି କଳା ଦିବସ ପାଳିବ ବିଜେପି।ରାଜ୍ୟବ୍ୟାପୀ ଜୁନ୍ ୨୫କୁ କଳା ଦିବସ ଭାବେ ପାଳିବ ବିଜେପି। ଏନେଇ ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ପାତ୍ର ସୂଚନା ଦେଇଛନ୍ତି।…

ବିଜେଡିର ସଂସଦୀୟ ଦଳ ବୈଠକ, ସାମିଲ ହେଲେ…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ବିରୋଧୀ ଆସନରେ ବସିଛନ୍ତି ବିଜେଡି ସୁପ୍ରିମୋ। ଏସବୁ ଭିତରେ ଆଜି ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବିଜେଡିର ସଂସଦୀୟ ଦଳ ବୈଠକ ଶେଷ ହୋଇଛି। ଏହି ବୈଠକରେ ବିଜେଡିର ୯ ରାଜ୍ୟସଭା ସାଂସଦ ସାମିଲ ହେବେ।…

ଖୁବ୍‌ଶୀଘ୍ର ଖୋଲିବ ରତ୍ନଭଣ୍ଡାର,…

ଓଏଲ୍‌ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ଏହାର ସୁରକ୍ଷା ନେଇ କ୍ରମାଗତ ପ୍ରଶ୍ନ ଉଠି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଚାବି ଖୋଲିବା ପାଇଁ…

ଦରବୃଦ୍ଧିକୁ ନେଇ ମନ୍ତ୍ରୀଙ୍କ ତତ୍ପରତା,…

ଓଏଲ୍‌ ବ୍ୟୁରୋ: ବଢି ଚାଲିଛି ଦର। ନିର୍ବାଚନ ସରିବା ପରେ ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପନିପରିବାଠୁ ଆରମ୍ଭ କରି ଆଳୁ ପିଆଜ ପର୍ଯ୍ୟନ୍ତ ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦରବୃଦ୍ଧିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଲୋଚନା କରିଛନ୍ତି।…

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ, ଭବ୍ୟ…

ଓଏଲ୍‌ ବ୍ୟୁରୋ: ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳା ଗସ୍ତରେ ଯାଇଛନ୍ତି। ଆଜିର ଗସ୍ତକୁ ନେଇ ସମସ୍ତଙ୍କ ମନରେ ନୂଆ ଉତ୍ସାହ ରହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏଥିଲାଗି ସାରା ଗାଁ ଉତ୍ସବମୁଖର। ଖାଲି ସେତିକି ନୁହେଁ,…

ସଂସଦର ସ୍ୱତନ୍ତ୍ର ଅଧିବେଶନ: ଓଡ଼ିଆରେ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଅଷ୍ଟାଦଶ ଲୋକସଭା ଆରମ୍ଭ ହୋଇଛି। କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ନବ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଉଛନ୍ତି। ଏହି କ୍ରମରେ ପ୍ରଥମ ସାଂସଦ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ପରେ ପରେ ଅନ୍ୟ ସାଂସଦ ମାନେ ଶପଥ ଗ୍ରହଣ କରୁଥିବାବେଳେ…