Odisha Link
Bridging the Missing Links in Odisha

ବିଜେଡିର ସଂସଦୀୟ ଦଳ ବୈଠକ, ସାମିଲ ହେଲେ ୯ ଜଣ ରାଜ୍ୟସଭା ସାଂସଦ

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ବିରୋଧୀ ଆସନରେ ବସିଛନ୍ତି ବିଜେଡି ସୁପ୍ରିମୋ। ଏସବୁ ଭିତରେ ଆଜି ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବିଜେଡିର ସଂସଦୀୟ ଦଳ ବୈଠକ ଶେଷ ହୋଇଛି। ଏହି ବୈଠକରେ ବିଜେଡିର ୯ ରାଜ୍ୟସଭା ସାଂସଦ ସାମିଲ ହେବେ। ସଂସଦରେ ବିଜେଡି ଆଭିମୁଖ୍ୟ ନେଇ ରୋଡ ମ୍ୟାପ ହୋଇଥିବା ସୂଚନା ରହିଛି। ଲୋକସଭାରେ ବିଜେଡି ସଦସ୍ୟ ନଥିବାରୁ ରାଜ୍ୟସଭା ଉପରେ ନଜର ରହିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.