Odisha Link
Bridging the Missing Links in Odisha
Daily Archives

June 25, 2024

ଭୟ ଭୀମ, ଜୟ ମୀମ ଓ ଜୟ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ୧୮ତମ ଲୋକସଭାର ସଦସ୍ୟ ଭାବେ ଆଜି ଶପଥ ନେଇଛନ୍ତି ହାଇଦ୍ରାବଦ ସାଂସଦ ଅସାଦୁଦ୍ଦିନ ଓଓ୍ବେସୀ। ଶପଥ ଗ୍ରହଣ ସମୟରେ ଓଓ୍ବେସୀ ଦେଇଥିବା ନାରା ଏବେ ବିବାଦ ମଧ୍ୟକୁ ଟାଣି ହୋଇ ଆସିଛି। ଶପଥ ଗ୍ରହଣ ସମୟରେ ଜୟ ଭୀମ,…

ରୁଙ୍ଗଟା କାରଖାନାରେ ଅଘଟଣ: ଆହତଙ୍କୁ…

ଓଏଲ୍‌ ବ୍ୟୁରୋ: ଢେଙ୍କାନାଳ ହିନ୍ଦୋଳ ରୁଙ୍ଗଟା ମାଇନ୍ସରେ ବଡ ଧରଣର ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ରୁଙ୍ଗଟା ମାଇନ୍ସ ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି ପଡିଥିଲା। ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ଭାବେ ଆହତ ହୋଇଛନ୍ତି। ରୁଙ୍ଗଟା ଷ୍ଟିଲପ୍ଲାଣ୍ଟ…

ଜାତୀୟ ତୃଣକ ଦମନ ନିର୍ଦ୍ଦେଶାଳୟର…

ଓଏଲ୍‌ ବ୍ୟୁରୋ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନସେସ୍‌ (ଆଇଏଏସ୍‌)କୁ ଜାତୀୟ ତୃଣକ ଦମନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଜେ ଏସ ମିଶ୍ର ଓ ତୃଣକ ବିଭାଗର ସମ୍ପାଦକ ଡ. ଆର୍‌.ପି. ଦୁବେ ଶନିବାର ପରିଦର୍ଶନ କରିଛନ୍ତି ।…

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମର ଆରମ୍ଭ:…

ଓଏଲ୍‌ ବ୍ୟୁରୋ: ଜଳବାୟୁ ପରିବର୍ତନ ପ୍ରଭାବରୁ ବଂଚିବା ଏବଂ ପରିବେଶ ସୁରକ୍ଷା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ। ଗଛ ଲଗାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପରିବେଶ ସଂରକ୍ଷଣରେ ଅଂଶୀଦାର ହେବାକୁ ଅନୁରୋଧ କରିବା ସହ ବୃକ୍ଷ ରୋପଣରେ…

ବିଭିନ୍ନ ଯୋଜନାର ସମୀକ୍ଷା କଲେ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ନୂଆ ସରକାରଙ୍କ ଉପରେ ଜନ ସାଧାରଣଙ୍କ ବହୁତ୍ ଆଶା ଆକାଂକ୍ଷା ଅଛି ବୋଲି ସେ ମତ ଦେବା ସହିତ ରାଜ୍ୟ ଯୋଜନା ବଜେଟରେ ଏହା ପ୍ରତିଫଳିତ…

ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣା:…

ଓଏଲ୍‌ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣଯନ୍ତା। ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଅଭାବନୀୟ ଘଟଣା ପରେ ତଦନ୍ତ ଜାରି ରହିଛି। ହେଲେ ଏସବୁ ଭିତରେ ଚର୍ଚା ବଢ଼ିବାରେ ଲାଗିଛି। ଡ୍ରେନରେ ପଡ଼ି ଜଣେ ନାବାଳକର ମୃତ୍ୟକୁ ଘଟଣାରେ କିଏ ଦାୟୀ। କାହିଁକି ହେଲା ଅଘଟଣ? ଏହା ପରେ ନଗର ଉନ୍ନୟନ ବିଭାଗକୁ ବିଏମ୍‌ସି…

ଡାକ୍ତର ଦେଖିବେ ‘ମୁନ୍ନାଭାଇ…

ଓଏଲ୍‌ ବ୍ୟୁରୋ: ରୋଗୀଙ୍କୁ ଭଲ ବ୍ୟବହାର କରିବା ସହ ରୋଗୀଙ୍କ ଚିକିତ୍ସା ଡାକ୍ତରଙ୍କ ଦାୟିତ୍ୱ। ସେଥିପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁନ୍ନାଭାଇ ଏମବିବିଏସ୍ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି। କଟକ ଏସସିବିରେ ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତରଙ୍କୁ…

+୩ ନାମଲେଖା ପ୍ରକ୍ରିୟା ଆରମ୍ଭ, ପ୍ରକାଶ…

ଓଏଲ୍‌ ବ୍ୟୁରୋ: ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ୩ ନାମଲେଖା ନିମନ୍ତେ ମଙ୍ଗଳବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲରେ ଏହା ଉପଲବ୍ଧ ହୋଇଛି। ୨୫ରୁ ୨୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍ଲାଇଡ୍‌ ଅପ୍‌ଶନ ଚୟନ କରିପାରିବେ। ଏଥିସହିତ ମନୋନୀତ ଛାତ୍ରଛାତ୍ରୀ…

ଚାଲୁ ରହିବ ଟ୍ବିନ୍‌ ସିଟି ମେଟ୍ରୋ…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ବିଜେପି ନେଇଛି ଓଡ଼ିଶାର ଶାସନଭାର। ଏସବୁ ଭିତରେ ପୂର୍ବରୁ ଥିବା ସରକାର ସମୟରେ ହୋଇଥିବା ଅନେକ ଯୋଜନାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସବୁଠୁ ବଡ ଯୋଜନା ଥିଲା ମେଟ୍ରୋ ପ୍ରକଳ୍ପ। ଯାହା ଓଡ଼ିଶାବାସୀଙ୍କ ସ୍ବପ୍ନକୁ ନେଇ ଆରମ୍ଭ ହୋଇଥିଲା।…

ଜେଲ୍‌ରେ ରହିବେ କେଜରିଓ୍ବାଲ, ପୁଣି…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟରୁ କେଜରିଓ୍ବାଲଙ୍କୁ ବଡ଼ ଝଟ୍‌କା। ତଳକୋର୍ଟ ରାୟ ଉପରେ ଲାଗିଲା ରୋକ୍‌। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଲାଗିଲା ଝଟକା। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ୍ ଆବେଦନ ନେଇ ତଳ କୋର୍ଟ ଦେଇଥିବା ରାୟ ଉପରେ…