Odisha Link
Bridging the Missing Links in Odisha

+୩ ନାମଲେଖା ପ୍ରକ୍ରିୟା ଆରମ୍ଭ, ପ୍ରକାଶ ପାଇଲା ପ୍ରଥମ ମେଧା ତାଲିକା

ଓଏଲ୍‌ ବ୍ୟୁରୋ: ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ୩ ନାମଲେଖା ନିମନ୍ତେ ମଙ୍ଗଳବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲରେ ଏହା ଉପଲବ୍ଧ ହୋଇଛି। ୨୫ରୁ ୨୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍ଲାଇଡ୍‌ ଅପ୍‌ଶନ ଚୟନ କରିପାରିବେ। ଏଥିସହିତ ମନୋନୀତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ ବୋଲି ପୂର୍ବରୁ ଅବଗତ କରାଇ ଦିଆଯାଇଛି। ପ୍ରଥମ ମେଧା ତାଲିକାରେ କେଉଁ ଛାତ୍ରଛାତ୍ରୀ ମନୋନୀତ ହେଉଛନ୍ତି, ସେ ନେଇ ଦିଆଯାଇଥିବା ଲିଙ୍କରେ ସବିଶେଷ ତଥ୍ୟ ମିଳିପାରିବ। https://www.samsodisha.gov.in/DegreeNew/index.aspx 

http://www.samsodisha.gov.in

Leave A Reply

Your email address will not be published.