Odisha Link
Bridging the Missing Links in Odisha
Daily Archives

June 25, 2024

ରାଜଧାନୀରେ ବନ୍ଦ ହେବ ସମସ୍ତ ମୁକୁଳା…

ଓଏଲ୍‌ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣଯନ୍ତା। ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଅଭାବନୀୟ ଘଟଣା ପରେ ତଦନ୍ତ ଜାରି ରହିଛି। ହେଲେ ଏସବୁ ଭିତରେ ଚର୍ଚା ବଢ଼ିବାରେ ଲାଗିଛି। ଡ୍ରେନରେ ପଡ଼ି ଜଣେ ନାବାଳକର ମୃତ୍ୟକୁ ଘଟଣାରେ କିଏ ଦାୟୀ। କାହିଁକି ହେଲା ଅଘଟଣ? ଏହା ପରେ ନଗର ଉନ୍ନୟନ ବିଭାଗକୁ ବିଏମ୍‌ସି…

ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ବଡ଼…

ଓଏଲ୍‌ ବ୍ୟୁରୋ: ଆଜି ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଅଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥର ନବଯୌବନ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି। ପହଣ୍ଡି ବିଜେ ଦର୍ଶନ ଲାଗି ଟିକେଟ ମିଳିବ ନାହିଁ। ଏଥର ପଟି ଦିଅଁଙ୍କଠାରୁ ବିଜେ…

ଫ୍ୟାନ୍ସଙ୍କୁ ଚମକାଇ ଦେଲେ ଓ୍ବାର୍ଣ୍ଣର,…

ଓଏଲ୍‌ ବ୍ୟୁରୋ: ବିଶ୍ବକପ୍‌ ଦୌଡ଼ରୁ ବାଦ ପଡ଼ିଛି ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ। ଏଥିସହିତ ବିଶ୍ବ କ୍ରିକେଟରୁ ଅବସର ନେଇଛନ୍ତି ଅଷ୍ଟ୍ରେଲିଆ ଦଳର ଷ୍ଟାର ଖେଳାଳ ଡେଭିଓ ଓ୍ବାର୍ଣ୍ଣର। ୧୫ ବର୍ଷର କ୍ରିକେଟ କ୍ୟାରିଅର ଅନ୍ତ ଘଟାଇ ଅବସର ନେଇଛନ୍ତି ଓ୍ବାର୍ଣ୍ଣର। ଡେଭିଓ ଓ୍ବାର୍ଣ୍ଣର ଭାରତ ବିପକ୍ଷରେ ତାଙ୍କର…

ଶପଥ ନେଲେ ଓଡ଼ିଆ ସାଂସଦ: କିଏ କେଉଁ…

ଓଏଲ୍‌ ବ୍ୟୁରୋ: ଲୋକସଭାରେ ପଦ ଓ ଗୋପନୀୟତାର ଶପଥ ନେଲେ ଓଡ଼ିଆ ସାଂସଦ। ଓଡ଼ିଶାର ନବ ନିର୍ବାଚିତ ୧୮ ସାଂସଦ ଆଜି ଶପଥ ନେଇଛନ୍ତି। ଗତକାଲି ୨ଜଣ ସାଂସଦ ଓଡ଼ିଆ ଭାଷାରେ ଶପଥ ନେଇଥିବା ବେଳେ କାମଚଳା ବାଚସ୍ପତି ଭାବେ ଶପଥ ନେଇଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ତେଣୁ ଆଜି ୧୮ ଜଣ ସାଂସଦ ଶପଥ ନେଇଛନ୍ତି।…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୫…

ଓଏଲ୍‌ ବ୍ୟୁରୋ: ତାତି ଓ ଅସହ୍ୟ ଗୁଳୁଗୁଳିରୁ ମିଳିବ ଆଶ୍ବସ୍ତି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୃର୍ଣ୍ଣିବଳୟ। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ଆର୍ଲଟ ଜାରି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ସୂଚନା ଦିଆଯାଇଛି।…

ସରକାରୀ ବାସଭବନ ଭାଙ୍ଗିବା ଘଟଣା: ଭିଡିଓ…

ଓଏଲ୍‌ ବ୍ୟୁରୋ: ଭଙ୍ଗାଚାଲିଛି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସ ଭବନ। ଓଡ଼ିଶାର ହ୍ବାଇଟ୍‌ ହାଉସ୍‌ ଭାବେ ପରିଚିତ ଥିବା ବବି ଦାସଙ୍କ ସରକାରୀ ବାସ ଭବନ ଭଙ୍ଗା ଯାଉଥିବାର ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ୨୦୨୪ ନିର୍ବାଚନରେ ପରାଜିତ ହେବା ପରେ ସରକାରୀ…

ଟ୍ରାଫିକ୍‌ରୁ ହଟିବ ରେଡ ଲାଇଟ୍‌

ଓଏଲ୍‌ ବ୍ୟୁରୋ: ଆଉ ରହିବନି ଟ୍ରାଫିକ୍‌ ସମସ୍ୟା। ଟ୍ରାଫିକ୍‌ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍। ଆଉ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ସମସ୍ୟାର ସମ୍ମୁଖୀନ ହେବେନି ଜନତା। କାରଣ ଖୁବଶୀଘ୍ର ସମସ୍ତ ଟ୍ରାଫିକ୍‌ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍। ତା ପାଇଁ ହେବ ବିକଳ୍ପ ବ୍ୟବସ୍ଥା। ଏନେଇ ଆଜି ସୂଚନା ଦେଇଛନ୍ତି ନଗର…

ପ୍ରଥମ ଥର ହେବ ଲୋକସଭା ବାଚସ୍ପତି…

ଓଏଲ୍‌ ବ୍ୟୁରୋ: ଭାଙ୍ଗିବାକୁ ଯାଉଛି ପରମ୍ପରା। କାରଣ ଜୁନ୍‌ ୨୬ ତାରିଖରେ ଅନୁଷ୍ଠିତ ହେବ ଲୋକସଭାର ବାଚସ୍ପତି ନିର୍ବାଚନ। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ଲୋକସଭାରେ ହେବ ନିର୍ବାଚନ। କାରଣ ଏନଡିଏ ପ୍ରାର୍ଥୀ ଭାବେ ଓମ୍‌ ବିର୍ଲା ନାମାଙ୍କନ…

ଭଙ୍ଗା ଚାଲିଛି ବବିଙ୍କ ସରକାରୀ ବାସଭବନ,…

ଓଏଲ୍‌ ବ୍ୟୁରୋ: ଭଙ୍ଗାଚାଲିଛି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସ ଭବନ। ଓଡ଼ିଶାର ହ୍ବାଇଟ୍‌ ହାଉସ୍‌ ଭାବେ ପରିଚିତ ଥିବା ବବି ଦାସଙ୍କ ସରକାରୀ ବାସ ଭବନ ଭଙ୍ଗା ଯାଉଥିବାର ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ୨୦୨୪ ନିର୍ବାଚନରେ ପରାଜିତ ହେବା ପରେ ସରକାରୀ…

ଆଇସିୟୁରେ ଦିଲ୍ଲୀ ଜଳ ମନ୍ତ୍ରୀ, ଆମରଣ…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଦିଲ୍ଲୀ ଜଳ ମନ୍ତ୍ରୀ ଆତିଶୀଙ୍କ ଆମରଣ ଅନଶନ। ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ସୂଚନା ଦେଇ କହିଛନ୍ତି, ଆତିଶୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦଳର ସମସ୍ତ ନେତାଙ୍କ ସହିତ ବିଚାର ବିମର୍ଶ କରିବା ପରେ ଆତିଶୀଙ୍କ ଆମରଣ…