Odisha Link
Bridging the Missing Links in Odisha
Daily Archives

June 25, 2024

ଲୋକସଭା ବାଚସ୍ପତି ନିର୍ବାଚନ: ଓମ୍‌…

ଓଏଲ୍‌ ବ୍ୟୁରୋ: ଆସନ୍ତା ଜୁନ୍ ୨୬ ତାରିଖରେ ହେବାକୁ ଯାଉଛି ଲୋକସଭା ବାଚସ୍ପତି ନିର୍ବାଚନ। ଯେଉଁଥିପାଇଁ ଏବେଠୁ ଆରମ୍ଭ ହେଇଯାଇଛି ଚର୍ଚ୍ଚା ଆଲୋଚନା। ଏସବୁ ମଧ୍ୟରେ ବାଚସ୍ପତି ନିର୍ବାଚନ ପାଇଁ ଆଜି ଏନଡିଏ ତାର ପ୍ରାର୍ଥୀ ଘୋଷଣା କରିଛି। ଓମ୍‌ ବିର୍ଲାଙ୍କ ନାମ ଘୋଷଣା କରିଛି ଏନଡିଏ।

ଟି-୨୦ ବିଶ୍ବକପ୍‌: ସେମି ଫାଇନାଲରେ…

ଓଏଲ୍‌ ବ୍ୟୁରୋ: ସରିଲା ଚଳିତ ଟି-୨୦ ବିଶ୍ବକପ୍‌ର ସୁପର-୮ ମୁକାବିଲା। ଆଜି ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୮ ରନରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ ଦଳ। ଯାହାଫଳରେ ବିଶ୍ବକପ୍‌ ଟ୍ରଫି ଦୌଡ଼ରୁ ବାଦ ପଡ଼ିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ। ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଡିଏଲ୍‌…