Odisha Link
Bridging the Missing Links in Odisha
Daily Archives

June 26, 2024

୨୦୧୩ ପରଠୁ ୧୦ଟି ଆଇସିସି ଟୁର୍ଣ୍ଣାମେଣ୍ଟ…

ଓଏଲ୍‌ ବ୍ୟୁରୋ: ଭାରତ ପୁଣିଥରେ ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ଷ୍ଟେଜରେ ସ୍ଥାନ ପକ୍କା କରିଛି। ଟିମ୍‌ ଇଣ୍ଡିଆ ଜୁନ୍‌ ୨୭ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ବକପ୍‌ର ସେମି ଫାଇନାଲ ମୁକାବିଲା ଖେଳିବ। ୨୦୧୩ ମସିହା ପରେ ଟିମ୍‌ ଇଣ୍ଡିଆ ୧୧ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳୁଛି। ସେଥିରୁ ୧୦…

ବର୍ଷାର ତାଣ୍ଡବ: ଗଜପତିରେ ବଢ଼ିଲା ନଦୀର…

ଓଏଲ୍‌ ବ୍ୟୁରୋ: କିଛି ଦିନର ବିରତି ପରେ ପାଗରେ ପରିବର୍ତ୍ତନ ହୋଇଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରାଘାତ ହୋଇଛି। ବର୍ଷା ସହ ବଜ୍ରାଘାତ ହେବାରୁ ପଦ୍ମପୁର ଉପଖଣ୍ଡ ବୁଡେନ୍ ଥାନା ଅନ୍ତର୍ଗତ ଆନ ଦେୱାନଡ଼ିହି ଗ୍ରାମରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦେୱାନଡ଼ିହି ଗାଁର ପାଞ୍ଚ ଜଣ ପୁରୁଷ ଗାଁ…

ମେଡିକାଲ୍‌ରୁ ମିଳିଲା ଶିଶୁକନ୍ୟାର…

ଓଏଲ୍‌ ବ୍ୟୁରୋ: ଆଜି ବି କ’ଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କ’ଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି। ତେବେ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟବିଦାରକ। ମୃତ ଶିଶୁକନ୍ୟାକୁ…

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଭାଇରାଲ୍…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ସାରା ଦେଶରେ ଜୋରଦାର ବିରୋଧ ଜାରି ରହିଥିବା ବେଳେ ବିହାର ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ବିହାର ପୁଲିସର ଇକୋନୋମିକ୍ ଅଫେନ୍ସ ୟୁନିଟ୍ ତଥା ଇଓଡବ୍ଲୁ ଆଉ ୫ ଜଣଙ୍କୁ ଗରିଫ କରିଛି। ଏହି ଘଟଣା ଭିତରେ ପୂର୍ବରୁ ପ୍ରଶ୍ନପତ୍ର…

ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ୱୟ କମିଟି…

ଓଏଲ୍‌ ବ୍ୟୁରୋ: ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ନେଇ ଚଳିତବର୍ଷ ଦୁଇ ଦିନ ଧରି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ପାଇଁ ଆଜି ଦ୍ଵିତୀୟ ସମନ୍ୱୟ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାୟ ୨୦ଲକ୍ଷରୁ ଅଧିକ ବ୍ଯକ୍ତଙ୍କ ସମାଗମକୁ ନଜରରେ ରଖି ରଥଯାତ୍ରା ଓ ଏହାର ପରଦିନ ଦର୍ଶନ, ସୁରକ୍ଷା,…

୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ…

ଓଏଲ୍‌ ବ୍ୟୁରୋ: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୁଲାଇ ୬ ତାରିଖ ସଂଧ୍ୟାରେ ଆସି ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି। ଜୁଲାଇ ୭ ତାରିଖରେ ରାଷ୍ଟ୍ରପତି ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ୬ ସଂଧ୍ୟାରେ ଉତ୍କଳମଣିଙ୍କ ୯୬ତମ…

ଖୁବ୍‌ଶୀଘ୍ର ମହାନଦୀ ଜଳ ବିବାଦର ହେବ…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ହେଲେ ଏବେବି ମହାନଦୀ ଜଳକୁ ନେଇ ଥମିନାହିଁ ବିବାଦ। ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଖୁବ୍‌ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ। ପୂର୍ବ ସରକାର ସମାଧାନ ପାଇଁ ବିଶେଷ ଉଦ୍ୟମ କରି…

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ। ୧୯ ଜଣିଆ ହକି ଟିମ୍‌ ଘୋଷଣା କରିଛି ହକି ଇଣ୍ଡିଆ। ହରମନପ୍ରୀତ ସିଂଙ୍କ ନେତୃତ୍ବରେ ଖେଳିବ ଭାରତ। ସେହିପରି ମିଡ ଫିଲଡର ଖେଳାଳି ହାର୍ଦ୍ଦିକ ସିଂହ ଦଳର ଉପଅଧିନାୟକ ଭାର ସମ୍ଭାଳିବେ। ୧୯ ଜଣିଆ ହକି ଟିମ୍‌ରେ ଓଡ଼ିଆ ପୁଅ ଅମିତ ରୋହି…

ଆଉ କାଗଜରେ ନୁହେଁ, ଏଣିକି ଟାବଲେଟ୍…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଥିବା ବିଦ୍ୟାଳୟ ଗୁଡିକର ସମସ୍ତ ତଥ୍ୟ ନେଇ କଡା ବ୍ୟବସ୍ତା ଆରମ୍ଭ ହେବ। ବିଦ୍ୟାଳୟର କୌଣସି ତଥ୍ୟ ଆଉ କାଗଜରେ ଲେଖା ହୋଇରହିବ ନାହିଁ। ଏଣିକି ଏ ସବୁ ତଥ୍ୟ ଟାବଲେଟରେ ଅପ୍ଲୋଡ୍ ହେବ। ଏଥିରେ ପିଲା ଓ ଶିକ୍ଷକଙ୍କ ଉପସ୍ଥାନଠାରୁ ଆରମ୍ଭ କରି ସ୍କୁଲର ଆର୍ଥିକ କାରବାର ପର୍ଯ୍ୟନ୍ତ…

ହାଇସ୍କୁଲରେ ପଢ଼ାଇବେ ଅବସରପ୍ରାପ୍ତ…

ଓଏଲ୍‌ ବ୍ୟୁରୋ: ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଛି। ଏହି ସମସ୍ୟାକୁ ଦୂରେଇବାକୁ ଗଣଶିକ୍ଷା ବିଭାଗ ନେଇଛି ବଡ ନିଷ୍ପତ୍ତି। ଚଳିତ ଶିକ୍ଷା ବର୍ଷରେ ୪ ହଜାର ୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ଅନୁମତି ମିଳିଛି। ସେମାନଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚ ଅର୍ଥାତ୍ ନୂଆ ଶିକ୍ଷକ…