Odisha Link
Bridging the Missing Links in Odisha
Daily Archives

June 27, 2024

ଶ୍ରୀମନ୍ଦିର ଗଲା ଫୁଲୁରି ତେଲ, ଧିରେ…

ଓଏଲ୍‌ ବ୍ୟୁରୋ: ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବାପରେ ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି। ମହାବାହୁଙ୍କ ଆରୋଗ୍ୟ ପାଇଁ ଅଣସର ପିଣ୍ଡିରେ ଗୁପ୍ତ ଉପଚାର ଚାଲିଛି। ନୀଳାଦ୍ରୀ ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକମାନଙ୍କ ଦ୍ୱାରା ଚାଲିଛି ଶାସ୍ତ୍ରାନୁମୋଦିତ…

‘ମହାନଦୀ ଓଡ଼ିଶାର ଜୀବନଧାରା,…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ହେଲେ ଏବେବି ମହାନଦୀ ଜଳକୁ ନେଇ ଥମିନାହିଁ ବିବାଦ। ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀ ମନ୍ତବ୍ୟ ରଖିବା ପରେ ବିଜେଡିର ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମହାନଦୀ ଓଡ଼ିଶାର ଜୀବନଧାରା। ହୀରାକୁଦ ଉପରମୁଣ୍ଡରେ…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ସରକାର ଗଠନ କରିବାର ୧୫ ଦିନ ପରେ ଦିଲ୍ଲୀ ଗସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହିତ ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି। ଓଡ଼ିଶାର ଶାସନଭାର ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ…

ନାବାଳକ ବନିଲେ ଜୋନ୍ ଏଡିଜି, ସାଲ୍ୟୁଟ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ବାରାଣସୀର ରଣବୀର ଭାରତୀ। କାରଣ ହେଉଛି ସେ ମାତ୍ର ୯ ବର୍ଷ ବୟସରେ ଆଇପିଏସ ଅଫିସର ବନିଛନ୍ତି। ତେବେ ତାଙ୍କ ଆଇପିଏସ ହେବା ପଛର କାହାଣୀ ଟିକେ ନିଆଁରା। ୯ ବର୍ଷ ବୟସରେ ଆଇପିଏସ ଅଫିସର ବନିଥିବା ରଣବୀର ଭାରତୀ ଏବେ ବ୍ରେନ୍ ଟ୍ୟୁମରରେ ପୀଡିତ। ଉତରପ୍ରଦେଶର ଏକ ଡାକ୍ତରଖାନାରେ…

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଦୁଇ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ସାରା ଦେଶରେ ଜୋରଦାର ବିରୋଧ ଜାରି ରହିଥିବା ବେଳେ ବିହାର ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ବିହାର ପୁଲିସର ଇକୋନୋମିକ୍ ଅଫେନ୍ସ ୟୁନିଟ୍ ତଥା ଇଓଡବ୍ଲୁ ଆଉ ୫ ଜଣଙ୍କୁ ଗିରଫ କରିଥିବାବେଳେ ସିବିଆଇ ମନୀଷ ପ୍ରକାଶ, ଆଶୁତୋଷ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ;…

ଓଏଲ୍‌ ବ୍ୟୁରୋ: ତାତି ଓ ଅସହ୍ୟ ଗୁଳୁଗୁଳିରୁ ମିଳିଛି ଆଶ୍ବସ୍ତି। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ମୌସୁମି ପ୍ରଭାବରେ ଆହୁରି ୫ ଦିନ ବର୍ଷା ଲାଗି ରହିବ। କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ପ୍ରବଳ ବର୍ଷା ଆଲର୍ଟ ଜାରି ହୋଇଛି। ଆସନ୍ତା ୨୪…

ମହାମହିମଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ସରକାର ଗଠନ କରିବାର ୧୫ ଦିନ ପରେ ଦିଲ୍ଲୀ ଗସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହିତ ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି। ଓଡ଼ିଶାର ଶାସନଭାର ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ…

ପୁଣି ହେବ କି ଛାତ୍ର ସଂସଦ ନିର୍ବାଚନ?…

ଓଏଲ୍‌ ବ୍ୟୁରୋ: ଆଶା ଆଉ ଆଶଙ୍କା ଭିତରେ ଛାତ୍ର ସଂସଦ ନିର୍ବାଚନ। ୬ବର୍ଷ ଧରି ବନ୍ଦ ରହିଥିବା ସବୁଠୁ ଚର୍ଚ୍ଚିତ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ବିଚାର ବିମର୍ଷ।ରାଜନୀତିରେ ପାଦ ଥାପିଥିବା ପ୍ରତ୍ୟେକ ନେତା କଲେଜ ରାଜନୀତିରୁ ହିଁ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥା’ନ୍ତି। ପ୍ରତିଟି ସୁଦୃଢ…

ତୁଟୁନି ପାରିବାରିକ ବିବାଦ! କୋର୍ଟରେ…

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପୂର୍ବତନ ସାଂସଦ ତଥା ଅଭିନେଟ ଅନୁଭବ ମହାନ୍ତି। ଆଜି କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ଅନୁଭବ ମହାନ୍ତି। ପୂର୍ବରୁ ସେ କୋର୍ଟରେ ବେଲ ପିଟିସନ ଦାଖଲ କରିଥିଲେ। ବର୍ଷାଙ୍କୁ ନିର୍ଯାତନ ମାମଲାରେ ହାଜର ହୋଇନଥିଲେ ଅନୁଭବ। ହାଜର ନହେବାରୁ ଏନବିଡବ୍ଲୁ ଜାରି କରଥିଲେ…

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ:…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ମୋତିଆ ବିନ୍ଦୁ ଏକ ସର୍ବବ୍ୟାପି ରୋଗ ପାଲଟିଯାଇଛି। ପ୍ରତି ଘରେ କିଏ ନା କିଏ ଏ ରୋଗର ଶିକାର ହେଉଛନ୍ତି। ତେବେ ଅନୁଗୁଳର ଏକ ଘରୋଇ ଡାକ୍ତରଖାନାରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ ସାମ୍ନାକୁ ଆସିଛି। ଅନୁଗୁଳ ଜିଲ୍ଲାର ଏକ ଘରୋଇ ଆଖି ଚିକିତ୍ସାଳୟରେ ୧୩ ଜଣ ରୋଗୀ…