ବିକ୍ରମ ମିଶ୍ରି ହେବେ ଭାରତର ନୂଆ ବୈଦେଶିକ ସଚିବ By Sephali Priyadarshini On Jun 28, 2024 ଓଏଲ୍ ବ୍ୟୁରୋ: ବିକ୍ରମ ମିଶ୍ରି ହେବେ ଭାରତର ନୂଆ ବୈଦେଶିକ ସଚିବ। ମିଶ୍ରିଙ୍କ ନିଯୁକ୍ତିକୁ ମଂଜୁରୀ ଦେଲା କ୍ୟାବିନେଟ କମିଟି। ଏବେ ଜାତୀୟ ସୁରକ୍ଷା ଉପ-ପରାମର୍ଶଦାତା ଅଛନ୍ତି ମିଶ୍ରି। ମିଶ୍ରି ଜୁଲାଇ ୧୫ରୁ ବୈଦେଶିକ ସଚିବ ଭାବେ ଦାୟିତ୍ବ ନେବେ। Share