Odisha Link
Bridging the Missing Links in Odisha
Daily Archives

June 28, 2024

କେବେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା?…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର ନୂଆ ଯୋଜନା। ଅନେକ ଗୁଡ଼ିଏ ନୂଆ ଯୋଜନା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଉପଯୁକ୍ତ ହିତାଧିକାରୀ ମହିଳା ମାନଙ୍କୁ ମିଳିବ ୫୦ ଜହାର ଟଙ୍କାର ସହାୟତା ରାଶି। ଯେଉଁ ଟଙ୍କାକୁ ବ୍ୟବହାର କରି ସେମାନେ…

କେଉଁଠି ଅଛନ୍ତି ଆଇପିଏସ୍ ଆଶିଷ ସିଂ?…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିବା ଆଶିଷ ସିଂଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଡିଜି ଅରୁଣ ଷଡ଼ଙ୍ଗୀ ସ୍ପଷ୍ଟୀକରଣ ରଖିଛନ୍ତି। ଗତ ୩ରୁ ସେ କାମରେ ଯୋଗ ଦେଇଥିବା ସେ କହିଛନ୍ତି। ଏନେଇ ଗୃହ ବିଭାଗ ସ୍ପଷ୍ଟୀକରଣ ଦେଇଥିବା କହିଛନ୍ତି। ଅନ୍ୟପଟେ, ଆଶିଷ…

ଗୋଟିଏ ମ୍ୟାଚରେ ରୋହିତଙ୍କ ୪ଟି ଦମଦାର…

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ। ତୃତୀୟ ଥର ପାଇଁ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କଲା ଭାରତ। ଚଳିତ ବିଶ୍ବକପ୍‌ର ୨ୟ ସେମି ଫାଇନାଲ ମୁକାବିଲାରେ ଇଂଲଣ୍ଡ ଦଳକୁ ୬୮ ରନ୍‌ରେ ହରାଇଛି ଭାରତ। ଏଥିସହିତ ଅଧିନାୟକ ଭାବେ ୪୯ ତମ ମ୍ୟାଚ ଜିତି ଦୁନିଆର ସଫଳ ଟି-୨୦ ଅଧିନାୟକ…

ସଂସଦରେ ନିଟ୍ ବିବାଦ: ସୋମବାର ଦିନ ୧୧ଟା…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ସାରା ଦେଶରେ ଜୋରଦାର ବିରୋଧ ଜାରି ରହିଥିବା ବେଳେ ସଂସଦରେ ନିଟ୍ ଝଡ଼ ଦେଖିବାକୁ ମିଳିଛି। ସାରା ଦେଶରେ ନିଟ୍ ବିବାଦ ଲାଗିଥିବାବେଳେ ସଂସଦରେ ବିରୋଧୀ ସଦସ୍ୟ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ନିଟ୍ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ପରେ…

ଜଳମଗ୍ନ ରାଜଧାନୀ, ଆଜି ବସିବ ଜରୁରୀକାଳୀନ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ବର୍ଷାର ବିତ୍ପାତ। ଶୁକ୍ରବାର ଭୋର ସାଢେ ୫ଟା ମଧ୍ୟରେ ଦିଲ୍ଲୀରେ ୧୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୩ ଘଣ୍ଟା ମଧ୍ୟରେ ଏହି ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷର ସବୁଠାରୁ ଏହା ଅଧିକ ବର୍ଷା। ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗତ…

ହାଜତରୁ ମୁକୁଳିବେ ହେମନ୍ତ, ୫ ମାସ ପରେ…

ଓଏଲ୍‌ ବ୍ୟୁରୋ: ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜାମିନ ମିଳିଥିବା ଜଣା ପଡିଛି। ଜମି ଦୁର୍ନୀତି ମାମଲାରେ ଜାମିନ୍ ଦେଲେ ଝାଡ଼ଖଣ୍ଡ ହାଇକୋର୍ଟ। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଦୀର୍ଘ ୫ ଘଣ୍ଟାରୁ…

ରବିବାର ବିଜେପିର ସମ୍ବର୍ଦ୍ଧନା ଉତ୍ସବ,…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନଭାର ନେଇଛି ବିଜେପି। ରାଜ୍ୟରେ ବିଜେପି ଶାସନଭାର ନେଇଥିବାବେଳେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ କସରତ ଆରମ୍ଭ ହେଲାଣି। ଏହି କ୍ରମରେ ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଭୁବନେଶ୍ୱର…

ଜିଓ ପରେ ଏୟାରଟେଲ୍‌ ବଢ଼ାଇଲା ଦର, ଜୁଲାଇ…

ଓଏଲ୍‌ ବ୍ୟୁରୋ: ଗତକାଲି ଜିଓ ଗ୍ରାହକଙ୍କ ପାଇଁ ଝଟକା ଲାଗିବା ଭଳି ଖବର ଆସିବା ପରେ ଆଜି ଏୟାରଟେଲ୍‌ ଗ୍ରାହକଙ୍କୁ ତାଯୁବ କଲା ଭଳି ଖବର ଆସିଛି। ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ଏୟାରଟେଲ୍‌। ନିରନ୍ତର ଭଏସ ପ୍ଲାନ, ପ୍ରତିଦିନିଆ ଡାଟା ପ୍ଲାନରେ ଏୟାରଟେଲ୍‌ ପରିବର୍ତ୍ତନ ଆଣିଛି। ଏବେ…

ଜିଓ ବଦଳାଇଲା ପ୍ଲାନ୍, କାହାକୁ ମିଳିବ…

ଓଏଲ୍‌ ବ୍ୟୁରୋ: ଜିଓ ଗ୍ରାହକଙ୍କ ପାଇଁ ଝଟକା ଖାଇବା ଭଳି ଖବର ସମ୍ନାକୁ ଆସିଛି। ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ରିଲିଆନ୍ସ ଜିଓ। ଏହି ନୂଆ ଦର ଜୁଲାଇ ୩ ତାରିଖରୁ ଲାଗୁ ହେବାକୁ ଯାଉଛି। ଏହାସହ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପ୍ରାଇଭେସିକୁ ସୁରକ୍ଷିତ ରଖିବା ପାଇଁ ଜିଓ ସେଫ ସର୍ଭିସ୍ ଲଞ୍ଚ…

ସମ୍ବଲପୁରରେ ଜଣ୍ଡିସ୍ ଭୟ, ଆକ୍ରାନ୍ତଙ୍କ…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ସହରରେ ଭୟ ବଢ଼ାଇଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍ ହୋଇଛି। ଜିଲ୍ଲାପାଳ ସ୍ଥିତି ନିୟନ୍ତ୍ରଣାଧିନ ଥିବା କହିବା ସହ ପ୍ରଶାସନିକ ସ୍ତରରେ କଣ ଉଦ୍ୟମ କରାଯାଇଛି ତାହା ଜିଲ୍ଲାପାଳ…