Odisha Link
Bridging the Missing Links in Odisha
Monthly Archives

July 2024

ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି…

ଓଏଲ୍ ବ୍ୟୁରୋ:  ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍‌ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଏକ ୩ ଦିନିଆ ପରିଦର୍ଶନରେ ଆସି ପହଂଚିଛନ୍ତି । ଏହା ପ୍ରତିନିଧି ଦଳ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ବ୍ୟତୀତ ଓଡ଼ିଶାର…

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହନ୍ତ ଇସ୍ତଫା ଦେଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ବିଜେଡି ସାଂସଦ ମମତା ମହନ୍ତ ଗତ ୨୦୨୦ରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଆସନ୍ତା ୨୦୨୬ ଏପ୍ରିଲରେ ମମତା ମହନ୍ତଙ୍କ କାର୍ଯ୍ୟକାଳ ଶେଷ ହେଉଛି। କାର୍ଯ୍ୟକାଳ ଶେଷ ହେବ…

ଆଇଏଏସ୍‌ ପଦ ହରାଇଲେ ପୂଜା ଖେଡ଼କର,…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ଼ ଝଟକା। ନିଜ କ୍ଷମତାର ଅପବ୍ୟବହାର କରି ବିବାଦରେ ଥିବା ପୁଣେର ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ପାଇ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ପ୍ରାର୍ଥିତ୍ୱ ରଦ୍ଦ କରାଯାଇଛି। ପ୍ରାର୍ଥିତ୍ୱ ରଦ୍ଦ ନିର୍ଦ୍ଦେଶ ଯୋଗୁଁ…

କେରଳ ଭୂସ୍ଖଳନ ପ୍ରସଙ୍ଗ: ବିପର୍ଯ୍ୟୟ…

ଓଏଲ୍ ବ୍ୟୁରୋ: କେରଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଶତାଧିକ ପ୍ରାଣହାନୀ ହୋଇଥିବାବେଳେ ଏବେବି ଅନେକ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏତେ ବଡ ଦୁର୍ଘଟଣାର କାରଣ କଣ ହୋଇପାରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଆଗୁଆ ସତର୍କତା ଅବଲମ୍ବନ…

କେରଳ ଭୂସ୍ଖଳନ: ଦୁଃଖ ପ୍ରକାଶ କଲେ…

ଓଏଲ୍‌ ବ୍ୟୁରୋ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଯାବତ ହସ୍ତଗତ ହୋଇଥିବା ଖବର ଅନୁସାରେ, ଭୂସ୍ଖଳନରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଶୋକ ପ୍ରକାଶ କରିବା ସହ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେରଳ ସରକାର। ୱାଏନାଡର…

କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତାକାଲିଠୁ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅଗଷ୍ଟ ୨ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ,…

ୟୁପିଏସ୍‌ସିର ନୂଆ ଅଧ୍ୟକ୍ଷ ଭାବେ…

ଓଏଲ୍‌ ବ୍ୟୁରୋ: ବୁଧବାର ଆନ୍ଧ୍ରପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନଙ୍କୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି)ର ନୂତନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି। ୧୯୮୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରୀତି ସୁଦାନଙ୍କୁ ୟୁପିଏସ୍‌ସିର ଚେୟାରମ୍ୟାନ୍ ଭାବରେ…

‘କରୋନା ସମୟରୁ ଅଚଳ ହୋଇଛି ୩…

ଓଏଲ୍‌ ବ୍ୟୁରୋ: ବଜେଟ୍‌ ଅଧିବେଶନର ଅଷ୍ଟମ ଦିନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପୂର୍ବ ସରକାରରେ ୧୧ ହଜାର ୪୩୨ଟି କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି। କରୋନା ସମୟରେ ୩ ହଜାର ୨୦୭ଟି କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି। ସର୍ବାଧିକ ବାଲେଶ୍ବରରେ ୫୬୭, ଗଂଜାମରେ ୪୮୪ କ୍ଷୁଦ୍ରଶିଳ୍ପ,…

ପାରାଦୀପରେ ଅଟକିଲା ଚୀନ୍ ଜାହାଜ

ଓଏଲ୍ ବ୍ୟୁରୋ: ପାରାଦୀପ ପୋର୍ଟରେ ଅଟକ ରହିଛି ଚୀନ୍ ଜାହାଜ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଛନ୍ତି କୁଜଙ୍ଗ ସବଜଜ୍। ଗତକାଲି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା MV ZHE HAI- 505 ନାମକ ଚୀନ୍ ଜାହାଜ। ପାରାଦୀପ ବନ୍ଦରରେ MV ZHE HAI- 505 ନାମକ ଚୀନ୍ ଜାହାଜକୁ…

କେରଳ ଭୂସ୍ଖଳନ: ନିଖୋଜ ଓଡ଼ିଆ ଡାକ୍ତରଙ୍କ…

ଓଏଲ୍‌ ବ୍ୟୁରୋ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଯାବତ ହସ୍ତଗତ ହୋଇଥିବା ଖବର ଅନୁସାରେ, ଭୂସ୍ଖଳନରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଶୋକ ପ୍ରକାଶ କରିବା ସହ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେରଳ ସରକାର। ୱାଏନାଡର…