Odisha Link
Bridging the Missing Links in Odisha
Daily Archives

July 1, 2024

ସମ୍‌ ହସ୍ପିଟାଲ୍‌ ଶିତଳାପଲ୍ଲୀ…

ଓଏଲ୍‌ ବ୍ୟୁରୋ: ଜଣେ ମେଦବହୁଳ ରୋଗୀଙ୍କର ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିବାରେ ସଫଳ ହୋଇପାରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ହସ୍ପିଟାଲ୍‌ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ସର୍ଜନମାନେ । ରୋଗୀ ଜଣଙ୍କର ମାତ୍ରାଧିକ ମେରୁଦଣ୍ଡ ଜନିତ ସମସ୍ୟା ଥିବା ବେଳେ ତାଙ୍କର ହୃଦ…

ବାର୍ ଓ ପବ୍‌କୁ ଚେତାବନୀ; ନିୟମ ଉଲ୍ଲଂଘନ…

ଓଏଲ୍‌ ବ୍ୟୁରୋ: ଆକ୍ସନ୍ ମୋଡ଼ରେ ଅବକାରୀ କମିଶନର। ରାଜଧାନୀରେ ଅବକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ ଅଭିଯୋଗ ଆସିବା ପରେ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ରାତି ତମାମ ଖୋଲୁଥିବା ବାର, ପବ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ…

ଜିଏସ୍‌ଟି ସଂଗ୍ରହରେ ଓଡ଼ିଶାର ନୂଆ…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଜୁନ ମାସରେ ଜିଏସ୍‌ଟି ସଂଗ୍ରହରେ ନୂଆ ରେକର୍ଡ ହୋଇଛି। ରାଜ୍ୟ ଜିଏସଟି ବିଭାଗ ଅଧୀନରେ ୨୪ ପ୍ରତିଶତ ଅଭିବୃଦ୍ଧି ହାର ରେକର୍ଡ କରାଯାଇଛି। ଓଡ଼ିଶା ୨୦୩୯.୭୧ କୋଟି ଟଙ୍କା ସଂଗ୍ରହ ରେକର୍ଡ କରିଛି। ଜୁନ୍ ୨୦୨୪ ପର୍ଯ୍ୟନ୍ତ ରାଜ୍ୟ ଜିଏସଟି ଅନ୍ତର୍ଗତ ପ୍ରଗତିଶୀଳ ସଂଗ୍ରହ ୭୦୦୦.୯୮…

ତ୍ବରିତ ନ୍ୟାୟ ପ୍ରଦାନ ନୂତନ ଆଇନର ମୂଳ…

ଓଏଲ୍‌ ବ୍ୟୁରୋ: ହଟିଲା ବ୍ରିଟିଶ ନିୟମ। ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ଆଜିଠୁ ଇତିହାସ ପାଲଟିଯାଇଛି IPC, CrPC ଓ…

ଅନୁମତି ବିନା ତାଳଗଛ କାଟିବା ମନା, ନଚେତ୍…

ଓଏଲ୍‌ ବ୍ୟୁରୋ: ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି। ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବଜ୍ରପାତଜନିତ ମୃତ୍ୟୁକୁ ହ୍ରାସ କରିବାକୁ ରାଜ୍ୟରେ ବହୁ ପରିମାଣରେ ତାଳଗଛ ଲଗାଯିବ। ଦିନକୁ ଦିନ ବଜ୍ରାଘାତ ମୃତ୍ୟୁ ସଂଖ୍ୟା ବଢ଼ିବାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଇଏଏସ୍…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଶ୍ରୀ ଧଳ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ନୂଆ ନିଯୁକ୍ତି ନେଇ ରବିବାର ରାଜ୍ୟ ସାଧାରଣ…

ସଂସଦରେ ନିଟ୍ ଝଡ଼, ବିରୋଧୀଙ୍କ ବିକ୍ଷୋଭ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ପ୍ରଥମ ଦିନରୁ ହିଁ ସଂସଦରେ ନିଟ୍ ଝଡ଼ ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ସ୍ଵତନ୍ତ୍ର ଅଧିବେଶନର ଷଷ୍ଠ ଦିନରେ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ହଙ୍ଗାମା ମଧ୍ୟରେ ଗୃହ କାର୍ଯ୍ୟ ଜାରି ରହିଛି। ନିଟ୍ ଅନିୟମିତତା, ଇଡି ଓ ସିବିଆଇର…

ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ…

ଓଏଲ୍‌ ବ୍ୟୁରୋ: ବଦଳିଛି ରାଜ୍ୟ ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନଭାର ନେଇଛି ବିଜେପି ସରକାର। ଲୋକଙ୍କ ବିଭିନ୍ନ ଅସୁବିଧା ମୁଦ୍ଦା କରି ରାଜ୍ୟରେ ବାଜି ମାରି ନେଇଥିବାବେଳେ ସେ ସବୁ ମୁଦ୍ଦାକୁ ପୂରଣ କରିବା ପାଇଁ ତତ୍ପରତା ଦେଖାଉଛନ୍ତି। ଏହି କ୍ରମରେ ଜୁଲାଇ ପହିଲା ଅର୍ଥାତ ଆଜିଠୁ ଆରମ୍ଭ ହୋଇଛି ରାଜ୍ୟର…

‘ରଥଯାତ୍ରା ଦିନ ବଡ଼ଦେଉଳକୁ ଭିଆଇପି…

ଓଏଲ୍‌ ବ୍ୟୁରୋ: ଆଉ ଦିନ କେଇଟା ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟ ଶାସନ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାକୁ ମିଳିସାରିଛି ନୂଆ ମୁଖ୍ୟ ଶାସନ ସଚିବ। ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଲୋକସେବା ଭବନ ଯାଇ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ସେ ଆଜି ମୁଖ୍ୟମନ୍ତ୍ରୀଙ୍କୁ…