Odisha Link
Bridging the Missing Links in Odisha

ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା: ୮ ଗୁରୁତର

ଓଏଲ୍‌ ବ୍ୟୁରୋ: ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ଭାବେ ଆହତ ହୋଇଥିବା ଖବର ହସ୍ତଖତ ହୋଇଥିବାବେଳେ ୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗ୍ୟାସ ଲିକ କାରଣରୁ ଏଭଳି ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.