Odisha Link
Bridging the Missing Links in Odisha
Daily Archives

July 1, 2024

ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା:…

ଓଏଲ୍‌ ବ୍ୟୁରୋ: ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ଭାବେ ଆହତ ହୋଇଥିବା ଖବର ହସ୍ତଖତ ହୋଇଥିବାବେଳେ ୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗ୍ୟାସ ଲିକ କାରଣରୁ ଏଭଳି ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି।

ଦେଶରେ ବଦଳିଲା ସିମ୍ କାର୍ଡ ନିୟମ, ଏଣିକି…

ଓଏଲ୍‌ ବ୍ୟୁରୋ: ଦେଶରେ ବଦଳିଲା ସିମ୍ କାର୍ଡ ନିୟମ। ଆଜିଠାରୁ ସିମ୍ ପୋର୍ଟାବିଲିଟି ପାଇଁ ନୂଆ ନିୟମ ଲାଗୁ ହୋଇଛି। ଆଉ ସହଜ ହେବନି ମୋବାଇଲରେ ସିମ୍ କାର୍ଡ ପରିବର୍ତ୍ତନ। କାରଣ ପୋର୍ଟାବିଲିଟି ପାଇଁ ଏଣିକି ୭ ଦିନ ଅପେକ୍ଷା କରିବାକୁ ପଡିବ। ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇ…

କାହିଁକି ପାଳନ ହୁଏ ଡାକ୍ତର ଦିବସ,…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ରୋଗୀମାନଙ୍କୁ ରୋଗରୁ ମୁକ୍ତ କରିବାରେ ଏବଂ ଲୋକଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରୁଥିବା ଡାକ୍ତରମାନଙ୍କୁ କୃତଜ୍ଞତା ଏବଂ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୧ ତାରିଖ ଅର୍ଥାତ ଆଜିର ଦିନରେ ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ।…

ଦେଶରେ ଲାଗୁ ହେଲା ନୂଆ ଆଇନ୍, ରାଜଧାନୀରେ…

ଓଏଲ୍‌ ବ୍ୟୁରୋ: ହଟିଲା ବ୍ରିଟିଶ ନିୟମ। ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ଆଜିଠୁ ଇତିହାସ ପାଲଟିଯାଇଛି IPC, CrPC ଓ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ…

ଓଏଲ୍‌ ବ୍ୟୁରୋ: ବଦଳିଛି ରାଜ୍ୟ ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନଭାର ନେଇଛି ବିଜେପି ସରକାର। ଲୋକଙ୍କ ବିଭିନ୍ନ ଅସୁବିଧା ମୁଦ୍ଦା କରି ରାଜ୍ୟରେ ବାଜି ମାରି ନେଇଥିବାବେଳେ ସେ ସବୁ ମୁଦ୍ଦାକୁ ପୂରଣ କରିବା ପାଇଁ ତତ୍ପରତା ଦେଖାଉଛନ୍ତି। ଏହି କ୍ରମରେ ଜୁଲାଇ ପହିଲା ଅର୍ଥାତ ଆଜିଠୁ ଆରମ୍ଭ ହୋଇଛି ରାଜ୍ୟର…

ନିଟ୍ ୟୁଜି: ପ୍ରକାଶ ପାଇଲା ସଂଶୋଧିତ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ଏସବୁ ଭିତରେ ପ୍ରକାଶ ପାଇଛି ନିଟ୍ ୟୁଜିର ସଂଶୋଧିତ ମେଧା ତାଲିକା। ଜୁନ୍‌ ୨୩ରେ ହୋଇଥିବା ରିଟେଷ୍ଟ ଦେଇଥିବା ପିଲାଙ୍କ ରେଜଲ୍ଟ ମଧ୍ୟ ପ୍ରକାଶିତ ହୋଇଛି। ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଥିବା…

ଆଜି ଅଣସର ଦଶମୀ, ଅନୁଷ୍ଠିତ ହେବ…

ଓଏଲ୍‌ ବ୍ୟୁରୋ: ଆଜି ଅଣସର ଦଶମୀ। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ଚକାବିଜେ ନୀତି।ଯାହା ଫଳରେ ଜ୍ୱର ଜନିତ ପୀଡାରୁ ସାମାନ୍ୟ ସୁସ୍ଥତା ମିଳିବାର ବିଶ୍ୱାସ ରହିଛି। ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କୁ ଚକା ଉପରକୁ ବିଜେ କରାଇବା ସହ ଚକଟା ଓ ପଣାଭୋଗ ଲାଗି କରାଇବେ। ସେପଟେ…

ଆଜିଠୁ ଲୋକଙ୍କ ଅଭିଯୋଗ ଶୁଣିବେ…

ଓଏଲ୍‌ ବ୍ୟୁରୋ: ବଦଳିଛି ରାଜ୍ୟ ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନଭାର ନେଇଛି ବିଜେପି ସରକାର। ଲୋକଙ୍କ ବିଭିନ୍ନ ଅସୁବିଧା ମୁଦ୍ଦା କରି ରାଜ୍ୟରେ ବାଜି ମାରି ନେଇଥିବାବେଳେ ସେ ସବୁ ମୁଦ୍ଦାକୁ ପୂରଣ କରିବା ପାଇଁ ତତ୍ପରତା ଦେଖାଉଛନ୍ତି। ଏହି କ୍ରମରେ ଜୁଲାଇ ପହିଲା ଅର୍ଥାତ ଆଜିଠୁ ଆରମ୍ଭ ହେଉଛି ରାଜ୍ୟର…

ମାସ ଆରମ୍ଭରୁ କମିଲା ଏଲ୍‌ପିଜି ଗ୍ୟାସ ଦର

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଜୁଲାଇ ମାସ। ଆଉ ମାସ ଆରମ୍ଭରୁ ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ…

ଦେଶରେ ଲାଗୁ ହେଲା ୩ ନୂଆ ଆଇନ ବ୍ୟବସ୍ଥା,…

ଓଏଲ୍‌ ବ୍ୟୁରୋ: ହଟିଲା ବ୍ରିଟିଶ ନିୟମ। ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ଆଜିଠୁ ଇତିହାସ ପାଲଟିଯାଇଛି IPC, CrPC ଓ…