Odisha Link
Bridging the Missing Links in Odisha
Daily Archives

July 2, 2024

ସମ୍‌ ହସ୍ପିଟାଲ୍‌ ଶୀତଳାପଲ୍ଲୀ…

ଓଏଲ୍‌ ବ୍ୟୁରୋ: ଅତ୍ୟାଧୁନିକ ନ୍ୟୁରୋ ଏବଂ ସ୍ପାଇନ୍ସ ସର୍ଜରୀ ମାଧ୍ୟମରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ୭୧ ବର୍ଷୀୟ ଜଣେ ରୋଗୀଙ୍କର ସଚେତ ଅବସ୍ଥାରେ ଏକ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି । ରୋଗୀଙ୍କର…

ଭୋଳା ବାବା ସତସଙ୍ଗରେ ବଡ଼ ଅଘଟଣ, ଚାଲିଗଲା…

ଓଏଲ୍‌ ବ୍ୟୁରୋ: ଉତ୍ତର ପ୍ରଦେଶର ହାଦରସ ଜିଲ୍ଲା ସିକନ୍ଦରାରାଓ ନିକଟରେ ବଡ଼ ଅଘଟଣ। ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୯ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ସେହିପରି ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ…

ଦୁର୍ଘଟଣାରେ ଟ୍ରାଫିକ ପୁଲିସଙ୍କ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨୯ ତାରିଖ ରାତିରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲି ଯାଇଥିଲା ଟ୍ରାଫିକ କନେଷ୍ଟବଳଙ୍କ ଜୀବନ। ଟ୍ରାଫିକ ପୁଲିସଙ୍କ ଉପରେ ଟ୍ରକ୍ ଚଢ଼ାଇ ଫେରାର ହୋଇଯାଇଥିବା ଡ୍ରାଇଭର। ବାଙ୍କୀ ଗୋପାଳପୁର ଅଞ୍ଚଳରୁ ତାଙ୍କୁ ନୟାପଲ୍ଲୀ ଥାନା ପୁଲିସ୍ ଧରିଥିବା ବେଳେ ଟ୍ରକ୍‌କୁ ଜବତ…

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ…

ଓଏଲ୍‌ ବ୍ୟୁରୋ: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ଓଏଏସ୍‌ ଆଦିତ୍ୟ ମହାପାତ୍ର। ବିରୋଧୀ ଦଳ ନେତା ଭାବେ ନବୀନଙ୍କ ବ୍ୟକ୍ତିଗତ ସଚିବ ହୋଇଛନ୍ତି ବରିଷ୍ଠ ଅଧିକାରୀ ଆଦିତ୍ୟ ମହାପାତ୍ର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…

କେବଳ ବିରାଟ-ରୋହିତ ନୁହେଁ; ଏହି ସବୁ…

ଓଏଲ୍‌ ବ୍ୟୁରୋ: ସରିଛି ଟି-୨୦ ବିଶ୍ବକପ୍‌ର ୯ମ ସଂସ୍କରଣ। ଦ୍ବିତୀୟ ଥର ପାଇଁ ଟି-୨୦ ଫର୍ମାଟରେ ବିଶ୍ବ ଚମ୍ପିଆନ୍‌ ହୋଇଛି ଟିମ୍‌ ଇଣ୍ଡିଆ। ଏଥିସହିତ ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ ଫର୍ମାଟରୁ ଅବସର ଘୋଷଣା କରି ସାରିଛନ୍ତି। ଯାହା କ୍ରିକେଟ ପ୍ରେମୀଙ୍କୁ ଝଟକା ଲାଗିଛି। କେବଳ ରୋ-କୋ ଅବସର ନେଇ…

୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣା,…

ଓଏଲ୍‌ ବ୍ୟୁରୋ: ବନ୍ଧା ହେଲା ରାଜଧାନୀ ଭୁବନେଶ୍ବରରେ ୩ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ। ଆଜି କମିଶନରେଟ୍‌ ପୁଲିସ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିବା ସହିତ କୋର୍ଟଚାଲାଣ କରାଯାଇଛି। ଅନ୍ୟପଟେ ପୀଡିତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେ କ୍ୟାପିଟାଲ ମେଡିକାଲରେ ତାଙ୍କର ଚିକିତ୍ସା…

ଲକ୍ଷ୍ମୀ ବସ୍‌ର ରୂପାନ୍ତରୀକରଣ

ଓଏଲ୍‌ ବ୍ୟୁରୋ: ବହୁ କଳ୍ପନାଜଳ୍ପନା ପରେ ଶେଷରେ 'ଲକ୍ଷ୍ମୀ' ବସ୍‌ର ନବକଳେବର। ରଙ୍ଗ ପରିବର୍ତ୍ତନ ସହିତ ଲୋଗାରର ପରିବର୍ତ୍ତନ ହୋଇଛି। ଢେଙ୍କାନାଳ ବସ୍‌ଷ୍ଟାଣ୍ଡରେ ଥିବା ୨୮ଟି ବସ୍‌ର ରଙ୍ଗ ବଦଳିଛି। ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏନେଇ ଢେଙ୍କାନାଳ…

ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି,…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ପାଇଁ ଦୁଇ ଦିନ ସରକାରୀ ଛୁଟି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ସମୀକ୍ଷା ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଧେଶ। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ…

୨୭ଟି ରାଜ୍ୟକୁ ଭୀଷଣ ବର୍ଷା ସତର୍କତା,…

ଓଏଲ୍‌ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ ଲାଗି ରହିଛି ବର୍ଷା। ବିଶେଷ ଭାବେ ଆସାମରେ କିଛି ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୧୯ଟି ଜିଲ୍ଲାର ସାଢ଼େ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଏପର୍ଯ୍ୟନ୍ତ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଆସାମ ଓ ଅରୁଣାଚଳ…

ସାଂସଦଙ୍କୁ ମୋଦିଙ୍କ ଅପିଲ; ସଂସଦରେ ଭଲ…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଭିଭାଷଣ ରଖିବେ। ତେବେ ଏହାପୂର୍ବରୁ ଆଜି ଏନଡିଏର ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବୈଠକ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି,…