Odisha Link
Bridging the Missing Links in Odisha
Daily Archives

July 2, 2024

ଧର୍ମେନ୍ଦ୍ରଙ୍କ ପାଖରେ ଦୀପାଳିଙ୍କ ଭାଇ…

ଓଏଲ୍‌ ବ୍ୟୁରୋ: ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଏବେ ଚର୍ଚ୍ଚାରେ। କାରଣ ତାଙ୍କର ଏପରି ଏକ ଫଟୋ ଭାଇରାଲ ହେଉଛି ଯାହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଦ୍ରୁତଗତିରେ…

ଓଏଲ୍‌ ବ୍ୟୁରୋ: ଆଉ ଦିନ କେଇଟା ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ…

କେନିୟାରେ ଥମୁନି ହିଂସା, ଭାରତୀୟ…

ଓଏଲ୍‌ ବ୍ୟୁରୋ: କେନିୟାରେ ସରକାର ଅଧିକ ଟ୍ୟାକ୍ସ ସଂଗ୍ରହ ପାଇଁ ନୂଆ ଟିକସ ବୃଦ୍ଧି ବିଲ୍‌ ଲାଗୁ କରିଥିଲେ। ତେବେ ଲୋକେ ଏହାକୁ ଜୋରଦାର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ଥିଲେ। ଏପରିକି ବିକ୍ଷୋଭକାରୀମାନେ ସଂସଦ ଗୃହରେ ପଶି ନିଆଁ ଲଗାଇ ଦେଇଥିଲେ। ନୂଆ ଆୟକର ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ…

୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ…

ଓଏଲ୍‌ ବ୍ୟୁରୋ: ଆଉ ଦିନ କେଇଟା ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏସବୁ ଭିତରେ ୪ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି। ଆସନ୍ତା ୬ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି…

ଆଜି ବସୁଛି ରଥଯାତ୍ରା ସମନ୍ବୟ ବୈଠକ,…

ଓଏଲ୍‌ ବ୍ୟୁରୋ: ଆଜି ପୁରୀ ପୌର ସଦନରେ ବସିବ ରଥଯାତ୍ରା ସମନ୍ବୟ ବୈଠକ । ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଜିଲ୍ଲାର ବିଧାୟକ ଉପସ୍ଥିତ ରହିବେ। ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ରହିବେ। ରଥଯାତ୍ରା…