Odisha Link
Bridging the Missing Links in Odisha
Daily Archives

July 3, 2024

ସଂସଦରେ ମୋଦିଙ୍କ ଅଭିଭାଷଣ,…

ଓଏଲ୍‌ ବ୍ୟୁରୋ: ମହାମହିମ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି। ଏହି ସମୟରେ ବିରୋଧୀ ହଙ୍ଗାମା କରିବା ସହିତ କକ୍ଷତ୍ୟାଗ କରିଥିଲେ। ବିଜୁ ଜନତା ଦଳ ମଧ୍ୟ କକ୍ଷତ୍ୟାଗ କରିଛି। ଏନେଇ ସୂଚନା ଦେଇଛନ୍ତି…

ଆକ୍ସନ ମୋଡରେ ନୟାଗଡ଼ ଏସ୍‌ପି, ୩ ପୁଲିସ…

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ନୟାଗଡ଼ ଏସ୍‌ପି। କାର୍ଯ୍ୟରେ ଅବହେଳା କାରଣ ଦର୍ଶାଇ ନୟାଗଡ଼ ସଦର ଥାନାରେ କାର୍ଯ୍ୟରତ ୩ କର୍ମଚାରୀଙ୍କୁ ସାବାଡ଼ କରିଛନ୍ତି। ଡ୍ୟୁଟିରେ ଖିଲାପ ନେଇ ୩ ଜଣଙ୍କୁ ସସ୍‌ପେଣ୍ଡ କରିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏସ୍‌ଆଇ ହସିନା ପ୍ରଧାନ, ଏଏସ୍‌ଆଇ ରାଜେଶ୍ବରୀ ନାୟକଙ୍କ ସମେତ…

ରାଜ୍ୟସଭାରେ ମୋଦିଙ୍କ ଅଭିଭାଷଣ, ବିଜେଡିର…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି। ଏହି ସମୟରେ ବିରୋଧୀ ହଙ୍ଗାମା କରିବା ସହିତ କକ୍ଷତ୍ୟାଗ କରିଥିଲେ। ବିଜୁ ଜନତା ଦଳ ମଧ୍ୟ କକ୍ଷତ୍ୟାଗ କରିଛି। ଏନେଇ ସୂଚନା ଦେଇଛନ୍ତି…

କାହିଁକି ହାଥରସରେ ଘଟିଲା ଏତେ ବଡ଼…

ଓଏଲ୍‌ ବ୍ୟୁରୋ: ଉତ୍ତରପ୍ରଦେଶର ହାଥରସରେ ଗତକାଲି ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି। ଏପରିକି ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଁଞ୍ଚିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ପାରେ ଆଶଙ୍କା ମଧ୍ୟ ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।…

ଦରଦାମ ବୃଦ୍ଧିକୁ ନେଇ ଚିନ୍ତାରେ ଜନତା,…

ଓଏଲ୍‌ ବ୍ୟୁରୋ: ଆକାଶଛୁଆଁ ହେଲାଣି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଲୋକଙ୍କୁ ବାଧୁଛି ଦରଦାମ ବୃଦ୍ଧି। ହୁ ହୁ ହୋଇ ବଢିଚାଲିଛି ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦାମ। ଡାଲି, ଚାଉଳ, ପରିବା ଏପରିକି ଆଳୁ ପିଆଜ ଭଳି ନିହାତି ଆବଶ୍ୟକ ଖାଉଟି ସାମଗ୍ରୀ ଦର ବୃଦ୍ଧିକୁ ନେଇ ଅତିଷ୍ଠ ହେଲେଣି…

ଭୋଲେ ବାବା କିଏ? କନେଷ୍ଟବଳରୁ ହୋଇଥିଲେ…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷର ସବୁଠୁ ବଡ଼ ଅଘଟଣ ଘଟିଛି ଉତ୍ତରପ୍ରଦେଶର ହାଥରସରେ। ସତ୍‌ସଙ୍ଗ ଚାଲିଥିବା ସମୟରେ ଦଳାଚକଟା ହେବା ଯୋଗୁଁ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ଭିଡ଼ରେ ଫସି ଯାଇଥିବା ମହିଳା ଓ ଶିଶୁ ଏହି ଦଳାଚକଟାର ଶିକାର ହୋଇଛନ୍ତି। ଅନେକ ଗୁରୁତର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଗକୁ ଆହୁରି…

ଆସାମରେ ଭୟଙ୍କର ବନ୍ୟା; ଗଲାଣି ୩୮ ଜୀବନ

ଓଏଲ୍‌ ବ୍ୟୁରୋ: ଜଳାବର୍ଣ୍ଣ ଆସାମ। ଜୁଆଡ଼େ ଚାହିଁବ ସିଆଡ଼େ କେବଳ ପାଣ ଆଉ ପାଣି। ପ୍ରବଳ ବର୍ଷା ଯୋଗୁ ଏଠାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ଜୀବନ ଗଲାଣି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସେଠାରେ ବିପର୍ଯ୍ୟସ୍ତ ସ୍ଥିତି ଉପୁଜିଛି।…

ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଝଟକା,…

ଓଏଲ୍‌ ବ୍ୟୁରୋ: ଜିଓ ସହ ଏୟାରଟେଲ୍‌ ଗ୍ରାହକଙ୍କୁ ତାଯୁବ କଲା ଭଳି ଖବର ଆସିଛି। ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ଏୟାରଟେଲ୍‌ ଓ ଜିଓ। ନିରନ୍ତର ଭଏସ ପ୍ଲାନ, ପ୍ରତିଦିନିଆ ଡାଟା ପ୍ଲାନରେ ଏୟାରଟେଲ୍‌ ପରିବର୍ତ୍ତନ ଆଣିଥିବାବେଳେ ଜିଓ ପ୍ଲାନ ବଦଳିଛି। ଏହି ନୂଆ ଦର ଜୁଲାଇ ୩ ତାରିଖରୁ…

ବଢୁଛି ରତ୍ନଭଣ୍ଡାର ଦ୍ୱନ୍ଦ୍ୱ, ଖୁବଶୀଘ୍ର…

ଓଏଲ୍‌ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ଏହାର ସୁରକ୍ଷା ନେଇ କ୍ରମାଗତ ପ୍ରଶ୍ନ ଉଠି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଚାବି ଖୋଲିବା ପାଇଁ…

ହାଥରସ ଦଳାଚକଟା: ସୁପ୍ରିମକୋର୍ଟରେ…

ଓଏଲ୍‌ ବ୍ୟୁରୋ: ଉତ୍ତରପ୍ରଦେଶର ହାଥରସରେ ଗତକାଲି ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି। ଏପରିକି ଏହି ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ପାରେ ଆଶଙ୍କା ମଧ୍ୟ ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।…