Odisha Link
Bridging the Missing Links in Odisha
Daily Archives

July 3, 2024

ଆଜି ଅନବସରର ଦ୍ୱାଦଶୀ, ମହାପ୍ରଭୁଙ୍କ…

ଓଏଲ୍‌ ବ୍ୟୁରୋ: ଆଜି ଦ୍ଵାଦଶୀ ତିଥି। ଶ୍ରୀଜିଉମାନଙ୍କ ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହରଣ ଦ୍ଵାର ଫିଟାଯିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ। ବୈଦ୍ୟଙ୍କ ଉପଚାର ପରେ ଜ୍ୱରରେ ପୀଡିତ…

ଲାଞ୍ଚ ନେବା ପଡ଼ିଲା ମହାଙ୍ଗା, ଭିଜିଲାନ୍ସ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସରକାରୀ ଚାକିରିଆ। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ। ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍‌ ଚାଲିଛି। ତହସିଲର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଚାଲିଛି ରେଡ୍‌। ନୟାଗଡ଼ ଭାପୁର ଓ…

‘ବଢ଼ିବ ମୋ ବସ୍‌ ସଂଖ୍ୟା’

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇ ସଫଳତାର ସହ ଯାତ୍ରୀ ମାନଙ୍କ ଯାତ୍ରାକୁ ସରଳ କରିଛି ମୋ ବସ୍ ସେବା। ପ୍ରତିଦିନ ଅନେକ ଲୋକ ଏହି ସୁବିଧା ମାଧ୍ୟମରେ ନିଜ କାର୍ଯ୍ୟଶୈଳୀକୁ ସହଜ କରିପାରୁଛନ୍ତି। କେବଳ ସେତିକି ନୁହେଁ ବରଂ ମୋ ବସରେ ଥିବା ସିଟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି।…

ଆରମ୍ଭ ହେଲା ଏକକ ପିଜି ପ୍ରବେଶିକା…

ଓଏଲ୍‌ ବ୍ୟୁରୋ: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ବୁଧବାର ଅର୍ଥାତ ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୦୨୪) ଆରମ୍ଭ ହୋଇଛି। ଏହି ପରୀକ୍ଷା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିନକୁ ୩ଟି ଶିଫ୍ଟରେ ପରୀକ୍ଷା ହେବ। ପ୍ରଥମ ଶିଫ୍ଟ ପୂର୍ବାହ୍ନ ୧୦ଟାରୁ…