Odisha Link
Bridging the Missing Links in Odisha

ସିଏମ୍‌ଓରୁ ହଟିଲେ ୪ ଅଫିସର, ଜିଏ ବିଭାଗକୁ ଫେରିଲେ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ଅଫିସରଙ୍କ ବଦଳି। ୪ ଜଣ ଅଫିସରଙ୍କୁ ଜିଏ ବିଭାଗକୁ ଫେରାଗଲା। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ୪ ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଳେ। ଲାଲା ମନୋଜ କୁମାର ରାୟ, ରବିନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ ମିଶ୍ର ଓ ମନୋଜ କୁମାର ସ୍ବାଇଁ ଜିଏ ବିଭାଗକୁ ଫେରିଲେ।

Leave A Reply

Your email address will not be published.