ସ୍କୁଲ୍ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଓଏଲ୍ ବ୍ୟୁରୋ: ସ୍କୁଲ୍ ବସରେ ବଡ଼ଧରଣର ଅଘଟଣ। ଅନୁଗୁଳ ରାଧାରମଣପଡ଼ା ନିକଟରେ ବଡ଼ ଅଘଟଣ ଘଟିଛି। ଘରୋଇ ରେସିଡେନସିଆଲ ସ୍କୁଲର ବସରେ ନିଆଁ ଲାଗିଥିବାବେଳେ ଅଳ୍ପକେ ବର୍ତ୍ତିଲେ ଛାତ୍ର ଓ ଡ୍ରାଇଭର। ନିଆଁକୁ ଲିଭାଇବାରେ ଅଗ୍ନିଶମ ବିଭାଗ ସଫଳ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।