Odisha Link
Bridging the Missing Links in Odisha
Daily Archives

July 4, 2024

ସ୍କୁଲ୍ ବସରେ ଲାଗିଲା ନିଆଁ, ଅଳ୍ପକେ…

ଓଏଲ୍‌ ବ୍ୟୁରୋ: ସ୍କୁଲ୍ ବସରେ ବଡ଼ଧରଣର ଅଘଟଣ। ଅନୁଗୁଳ ରାଧାରମଣପଡ଼ା ନିକଟରେ ବଡ଼ ଅଘଟଣ ଘଟିଛି। ଘରୋଇ ରେସିଡେନସିଆଲ ସ୍କୁଲର ବସରେ ନିଆଁ ଲାଗିଥିବାବେଳେ ଅଳ୍ପକେ ବର୍ତ୍ତିଲେ ଛାତ୍ର ଓ ଡ୍ରାଇଭର। ନିଆଁକୁ ଲିଭାଇବାରେ ଅଗ୍ନିଶମ ବିଭାଗ ସଫଳ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଇସ୍ତଫା ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ସରିଲା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସରେ ସବୁକିଛି ଠିକ୍‌ ଚାଲିନାହିଁ। ୨୦୧୯ ଅପେକ୍ଷା ଦଳ ୨୦୨୪ରେ ଭଲ ପ୍ରଦର୍ଶନ କରିଛି। ହେଲେ କିଛି ଅସନ୍ତୁଷ୍ଟ କର୍ମୀ ନିକଟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିଥିଲେ। ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା।…

ବଢୁଛି ରତ୍ନଭଣ୍ଡାର ଦ୍ୱନ୍ଦ୍ୱ, ଜଷ୍ଟିସ…

ଓଏଲ୍‌ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ଏହାର ସୁରକ୍ଷା ନେଇ କ୍ରମାଗତ ପ୍ରଶ୍ନ ଉଠି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଚାବି ଖୋଲିବା ପାଇଁ…

ବିଜେଡିରେ ବିବାଦକୁ ନେଇ ବଢୁଛି ଚର୍ଚ୍ଚା,…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ଏହି ଝଡ଼ କର୍ପୋରେଟର ସ୍ତରରେ ମଧ୍ୟ ପହଞ୍ଚିଛି। ବିଜେଡିର ଦୁଇ ବିଧାୟକଙ୍କୁ ବିରୋଧ କରି ନିର୍ବାଚନ ପୂର୍ବରୁ…

ଭୁବନେଶ୍ୱର ବିଜେଡିର ଆଭ୍ୟନ୍ତରୀଣ ବିବାଦ;…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ଏହି ଝଡ଼ କର୍ପୋରେଟର ସ୍ତରରେ ମଧ୍ୟ ପହଞ୍ଚିଛି। ବିଜେଡିର ଦୁଇ ବିଧାୟକଙ୍କୁ ବିରୋଧ କରି ନିର୍ବାଚନ ପୂର୍ବରୁ…

ଲୋକସେବା ଭବନରେ ମୋହନ ମାଝୀଙ୍କ ପ୍ରଥମ…

ଓଏଲ୍‌ ବ୍ୟୁରୋ: ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା ଭବନରେ ପ୍ରବେଶ କରିଥିଲେ। ଲୋକସେବା ଭବନର ତୃତୀୟ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟିମ୍‌…

ଓଏଲ୍‌ ବ୍ୟୁରୋ: ବାର୍ବାଡୋସରୁ ଭାରତ ଭାରତ ଫେରିଛନ୍ତି ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ। ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଦିଲ୍ଲୀରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିଶ୍ବ ବିଜେତା ଟିମ୍‌ର ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଥିଲେ ହଜାର ହଜାର…

ଆସନ୍ତାକାଲି ପ୍ରକାଶ ପାଇବ +୩ ଦ୍ୱିତୀୟ…

ଓଏଲ୍‌ ବ୍ୟୁରୋ: ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ୩ ନାମଲେଖା ନିମନ୍ତେ ଜୁନ ୨୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଥିବାବେଳେ ଆସନ୍ତାକାଲି ଅର୍ଥାତ ଜୁଲାଇ ୫ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସାମ୍ସ ପୋର୍ଟାଲରେ ଏହା ଉପଲବ୍ଧ ହେବ। ଏଥିସହିତ ମନୋନୀତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ…

ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ:…

ଓଏଲ୍‌ ବ୍ୟୁରୋ: ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି। ଲୋକସେବା ଭବନର ତୃତୀୟ ମହଲାରୁ ସେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଲୋକସେବା…

ସୁନ୍ଦରଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ,…

ଓଏଲ୍‌ ବ୍ୟୁରୋ: ବଦଳିଛି ପାଗ ଆଉ ତାତିରୁ ମିଳିଛି ତ୍ରାହି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବାଧିକ ୬୩.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତକାଲି ବରଗଡ଼ରେ ସର୍ବାଧିକ ୭୬.୨ ବର୍ଷା ରେକର୍ଡ କରାଯାଇଥିଲା। ରାଜ୍ୟରେ ୫ ଦିନ ହାଲୁକାରୁ ମଧ୍ୟମ…