Odisha Link
Bridging the Missing Links in Odisha
Daily Archives

July 5, 2024

ଓଡ଼ିଆ ପୁଅ କିଶୋରଙ୍କୁ ଅଲିମ୍ପିକ୍ସ…

ଓଏଲ୍‌ ବ୍ୟୁରୋ: ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ୨୮ ଜଣିଆ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲଟିକ୍ ଟିମର ଘୋଷଣା କରାଯାଇଛି। ଏହି ଟିମ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ଓଡ଼ିଆ ପୁଅଙ୍କୁ ମିଳିଲା ପ୍ୟାରିସ୍‌ ଅଲିମ୍ପିକ୍ସ ଗେମ୍ସ ଟିକେଟ୍। ଅଲିମ୍ପିକ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା…

ଓଡ଼ିଶାର ୨ ସାଂସଦଙ୍କୁ ଗୁରୁ ଦାୟିତ୍ବ

ଓଏଲ୍‌ ବ୍ୟୁରୋ: ୪୦୦ ପାର ନାରା ଦେଇ ବିଫଳ ହେବା ପରେ ସଙ୍ଗଠନ ସ୍ଥିତିକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି ଭାରତୀୟ ଜନତା ପାର୍ଟି। ବିଭିନ୍ନ ରାଜ୍ୟ ପାଇଁ ଆଜି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି। ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଦାୟିତ୍ବ ପ୍ରଦାନ କରାଯାଇଛି।…

ଓଡ଼ିଶାର ପ୍ରଭାରୀ ଭାବେ ବିଜୟପାଲ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ରାଜ୍ୟ ପାଇଁ ବିଜେପି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି। ଏହି କ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କେରଳ ସହପ୍ରଭାରୀ ଭାବେ ନିଯୁକ୍ତ ମିଳିଛି। ସାଂସଦ ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିଭଳି ବିଜୟପାଲ…

ଯୁବରାଜ ସେନା ପ୍ରସ୍ତୁତ, କାଲି…

ଓଏଲ୍‌ ବ୍ୟୁରୋ: ଇତିହାସ ସାକ୍ଷୀ ରହିଛି। ଯେବେ ଯେବେ ଭାରତ ଓ ପାକିସ୍ତାନ କ୍ରିକେଟ ମ୍ୟାଚ ହୁଏ। ସେବେ କ୍ରିକେଟ ପ୍ରେମୀଙ୍କୁ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳେ। ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ବଡ଼ ମୁକାବିଲା ହୋଇଥିଲା। ଯେଉଁଥିରେ ଭାରତ ବିଜୟୀ ହୋଇଥିଲା।…

ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବଢ଼ିବ ବାଘ ସଂଖ୍ୟା। ଓଡ଼ିଶାକୁ ୫ ମହାବଳ ବାଘ ଅଣାଯିବ। ଦେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଅଗଷ୍ଟ ଶେଷ ସୁଦ୍ଧା ଦେବ୍ରିଗଡ଼ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ମହାବଳ ବାଘ ଅଣାଯିବ। ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମଧ୍ୟପ୍ରଦେଶ,…

ବଡ଼ଦାଣ୍ଡରେ ଭିଜିବେ ଭକ୍ତ, ରଥଯାତ୍ରାରେ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା…

ରଥଯାତ୍ରାରେ ସ୍ୱତନ୍ତ୍ର ଟ୍ରେନ୍‌କୁ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା…

ଦୁନିଆର ପ୍ରଥମ ପେଟ୍ରୋଲ+ସିଏନ୍‌ଜି…

ଓଏଲ୍‌ ବ୍ୟୁରୋ: ଉନ୍ମୋଚିତ ହେଲା ବିଶ୍ବର ପ୍ରଥମ ସିଏନ୍‌ଜି ବାଇକ୍‌। ବଜାଜ୍‌ ଅଟୋ ପକ୍ଷରୁ ଦୁନିଆର ପ୍ରଥମ ସିଏନ୍‌ଜି ବାଇକ୍‌କୁ ଉନ୍ମୋଚନ କରାଯାଇଛି। ଗାଡ଼ିର ନାମ ଫ୍ରିଡମ ୧୨୫ ସିଏନ୍‌ଜି ରହିଛି। କମ୍ପାନୀ ପକ୍ଷରୁ ଆଜି ପୁନେର ଚାକନ ପ୍ଲାଣ୍ଟରେ ଉନ୍ମୋଚନ କରିଛି। ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ…

‘ଏକ୍ ପେଡ୍ ମାଆ କେ ନାମ୍’…

ଓଏଲ୍‌ ବ୍ୟୁରୋ: ବଜ୍ରପାତ ଯୋଗୁଁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି। ଦିନକୁ ଦିନ ବଜ୍ରାଘାତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ବିପର୍ଯ୍ୟୟ ଜନିତ ମୃତ୍ୟୁର ସବୁଠୁ ବଡ କାରଣ ପାଲଟିଛି। ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।…

ଲୋକସେବା ଭବନରୁ ହଟିଲେ ୨ ଅଧିକାରୀ

ଓଏଲ୍‌ ବ୍ୟୁରୋ: ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ପଦରୁ ଅବ୍ୟାହତି ଦିଆଯାଇଛି। ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ଓ ପୌର ନିର୍ଦ୍ଦେଶକ ପଦରୁ ୨ ଅଧିକାରୀଙ୍କୁ ହଟାଇ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଅବସର ପରେ ବି ସୁଡା ନିର୍ଦ୍ଦେଶକ ଥିବା ସାରଦା ପ୍ରସାଦ ପଣ୍ଡାଙ୍କୁ ହଟାଇ ତାଙ୍କ…