Odisha Link
Bridging the Missing Links in Odisha

ବଡ଼ଦାଣ୍ଡରେ ଜନସମୁଦ୍ର, ଭକ୍ତିରେ ଗଡ଼ି ଚାଲିଛି ବିଶ୍ବନିୟନ୍ତାଙ୍କ ରଥ

ଓଏଲ୍ ବ୍ୟୁରୋ: ଭକ୍ତ ଆଉ ଭଗବାନଙ୍କ ଅପୂର୍ବ ମିଳନ। ରତ୍ନମଣ୍ଡପରୁ ଜନ୍ମବେଦି ଅଭିମୁଖେ ଶ୍ରୀଜିଉ। ବଡ଼ଦାଣ୍ଡରେ ଗଡ଼ି ଚାଲିଛି ୩ ଠାକୁରଙ୍କ ରଥ। ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର। ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ। ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆନ୍ତ। ବଡ଼ଦାଣ୍ଡରେ ଜନସମୁଦ୍ର ଲାଗି ରହିଛି। ଘଣ୍ଟଘଣ୍ଟା, ବାଦ୍ୟ ଓ ହୁଳୁହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଭକ୍ତଙ୍କ ଭକ୍ତିରେ ଗଡ଼ି ଚାଲିଛି ବିଶ୍ବନିୟନ୍ତାଙ୍କ ରଥ।

Leave A Reply

Your email address will not be published.