Odisha Link
Bridging the Missing Links in Odisha

ଚର୍ଚ୍ଚାରେ ସାଂସଦ ଦେବାଶିଷ ସାମନ୍ତରାୟ, ଏଫ୍ଏଓ ସଭାପତି ପଦରୁ ଦେଲେ ଇସ୍ତଫା

ଓଏଲ୍ ବ୍ୟୁରୋ: ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶାର ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ। ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା (FAO) ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ପଦ ଛାଡ଼ିବା ନେଇ ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି। ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ବୋଲି ସମ୍ପାଦକଙ୍କୁ ଲେଖିଛନ୍ତି।

Leave A Reply

Your email address will not be published.