Odisha Link
Bridging the Missing Links in Odisha

ଓଡ଼ିଆ ଉଦ୍ୟୋଗୀଙ୍କୁ ମିଳିବ ପ୍ରାଧାନ୍ୟ, ଓ-ହବ୍ କାର୍ଯ୍ୟର ତଦାରଖ କଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ସ୍ଥିତ ଓ-ହବ୍ ବିଲଡିଂରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପହଁଚିଛନ୍ତି। ଓଡ଼ିଆ ଉଦ୍ୟୋଗୀଙ୍କୁ ଷ୍ଟାର୍ଟ ଅପ୍ ପାଇଁ ଜାଗା ଯୋଗାଇ ଦେବାରେ ପୂର୍ବ ବିଜେଡି ସରକାର ଅଣଦେଖା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ମନ୍ତ୍ରୀ ଓ-ହବରେ ପହଞ୍ଚି ଯାଞ୍ଚ କରିଛନ୍ତି। ଓ-ହବ୍‌ରେ ପହଂଚି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟ ତଦାରଖ କରିଛନ୍ତି। ଓଡ଼ିଆ ଉଦ୍ୟୋଗୀଙ୍କୁ ଜାଗା ମିଳୁନଥିବା ଅଭିଯୋଗ ପରେ ପହଞ୍ଚିଲେ। ଓଡ଼ିଶାରେ ଥାଇ ବି ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା କରିଥିବା ନେଇ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.