Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ, କହିଲେ-୨୦୨୫ ସୁଦ୍ଧା ସରିବ ଅନୁଗୁଳର ସମ୍ପ୍ରସାରଣ କାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭାରତୀୟ ଇସ୍ପାତ ସଙ୍ଘ ସଭାପତି ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପରେ ସେ କହିଛନ୍ତି, ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ। ୭ବର୍ଷରେ ପ୍ଲାଣ୍ଟର ୨୫ମିଲିୟନ ଟନ କ୍ଷମତା ବଢ଼ିବ। ୨୦୨୫ ସୁଦ୍ଧା ଅନୁଗୁଳର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି।

Leave A Reply

Your email address will not be published.