Odisha Link
Bridging the Missing Links in Odisha

ଇନ୍ଦ୍ରାବତୀରୁ ଛଡ଼ାଗଲା ଖରିଫ ଚାଷ ପାଇଁ ପ୍ରଥମ ପାଣି

ଓଏଲ୍‌ ବ୍ୟୁରୋ: ଚଳିତ ୨୦୨୪-୨୫ ଖରିଫ ଚାଷ ପାଇଁ ପ୍ରଥମ କେନାଲ ପାଣି ଛଡ଼ାଯାଇଛି। ଇନ୍ଦ୍ରାବତୀରୁ ଛଡ଼ାଗଲା ଖରିଫ ଋତୁର ପ୍ରଥମ ପାଣି। ବାମ, ଡାହାଣ ଓ ଲିଫ୍ଟ ମୁଖ୍ୟ କେନାଲରେ ଜଳସେଚନ ଆରମ୍ଭ ହୋଇଛି। ୩୯୩ ଗାଁର ୧ ଲକ୍ଷ ୧୮ ହଜାର ହେକ୍ଟର ଜମି ଜଳସେଚିତ ହେବ।

Leave A Reply

Your email address will not be published.