Odisha Link
Bridging the Missing Links in Odisha

ବଦ୍ରିନାଥରେ ଭୂସ୍ଖଳନ, ଯାତାୟତ ବାଧାପ୍ରାପ୍ତ

ଓଏଲ୍‌ ବ୍ୟୁରୋ: ବଦ୍ରିନାଥରେ ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ପାତାଳଗଙ୍ଗା ନିକଟ ଲଙ୍ଗସୀ ଟନେଲ ନିକଟରେ ଭୂସ୍ଖଳନ ହୋଇଥିବାବେଳେ ଜାତୀୟ ରାଜପଥ ଅବରୋଧ କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଯୋଶୀମଠ-ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ହୋଇଛି।

Leave A Reply

Your email address will not be published.