Odisha Link
Bridging the Missing Links in Odisha
Daily Archives

July 10, 2024

ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ: ୫ଟି…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ବୈଠକରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର ବଜେଟ୍ ଆଗତ କରିବା ପୂର୍ବରୁ ଏହି ବୈଠକ ବସିଥିଲା। ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ୍ ମୋହର ବାଜିବାର…

କ୍ୟାବିନେଟର ବଡ଼ ନିଷ୍ପତି: ବଢ଼ିଲା…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ବୈଠକରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର ବଜେଟ୍ ଆଗତ କରିବା ପୂର୍ବରୁ ଏହି ବୈଠକ ବସିଥିଲା। ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ୍ ମୋହର ବାଜିବାର…

ବଦ୍ରିନାଥରେ ଭୂସ୍ଖଳନ, ଯାତାୟତ…

ଓଏଲ୍‌ ବ୍ୟୁରୋ: ବଦ୍ରିନାଥରେ ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ପାତାଳଗଙ୍ଗା ନିକଟ ଲଙ୍ଗସୀ ଟନେଲ ନିକଟରେ ଭୂସ୍ଖଳନ ହୋଇଥିବାବେଳେ ଜାତୀୟ ରାଜପଥ ଅବରୋଧ କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଯୋଶୀମଠ-ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ହୋଇଛି।

ତୁଳସୀ କ୍ଷେତ୍ରରେ ରଥଟଣା ବିଭ୍ରାଟ,…

ଓଏଲ୍‌ ବ୍ୟୁରୋ: ରଥଯାତ୍ରା ଚତୁର୍ଥ ଦିନରେ ମଧ୍ୟ ଏପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିନାହାହନ୍ତି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ। କେନ୍ଦ୍ରାପଡ଼ାର ପ୍ରଭୁ ବଳଦେବଜୀଉଙ୍କ ରଥ ରଥ ନିର୍ମାଣରେ ତ୍ରୁଟି ଅଭିଯୋଗ ମଧ୍ୟ ହୋଇଛି। ବାରମ୍ବାର ବାମ ମୋଡ଼ ନେଉଥିବାରୁ ଅଧିକ ବାଟ…

ରଥରେ ଅଘଟଣ: ଆଇନମନ୍ତ୍ରୀଙ୍କ ବୟାନକୁ…

ଓଏଲ୍‌ ବ୍ୟୁରୋ: ଗତକାଲି ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ବେଳେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ଦୁଃଖ ପ୍ରକାଶ କରିଛି। ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି, ଏହି ଘଟଣାରେ ସମସ୍ତେ ବ୍ୟଥିତ, ଦୁଃଖିତ ଓ ମର୍ମାହତ ସୁଲୋଚନା…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଏଣିକି…

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟ ଧାରା ୧୨୫ ଅଧୀନରେ ଥିବା ନିୟମ ମୁତାବିକ ଏକ ବଡ଼ ରାୟ ଜଣାଇଛନ୍ତି। ଜଣେ ଛାଡପତ୍ର ପାଇଥିବା ମୁସଲମାନ ମହିଳା ତାଙ୍କ ପୂର୍ବତନ ସ୍ୱାମୀଙ୍କ ଠାରୁ କ୍ରାଇମବ୍ରାଞ୍ଚର ଧାରା ୧୨୫ ଅଧୀନରେ ରକ୍ଷଣାବେକ୍ଷଣା ପାଇପାରିବେ। ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ଏ ନେଇ ରାୟ ପ୍ରଦାନ…

ଇନ୍ଦ୍ରାବତୀରୁ ଛଡ଼ାଗଲା ଖରିଫ ଚାଷ ପାଇଁ…

ଓଏଲ୍‌ ବ୍ୟୁରୋ: ଚଳିତ ୨୦୨୪-୨୫ ଖରିଫ ଚାଷ ପାଇଁ ପ୍ରଥମ କେନାଲ ପାଣି ଛଡ଼ାଯାଇଛି। ଇନ୍ଦ୍ରାବତୀରୁ ଛଡ଼ାଗଲା ଖରିଫ ଋତୁର ପ୍ରଥମ ପାଣି। ବାମ, ଡାହାଣ ଓ ଲିଫ୍ଟ ମୁଖ୍ୟ କେନାଲରେ ଜଳସେଚନ ଆରମ୍ଭ ହୋଇଛି। ୩୯୩ ଗାଁର ୧ ଲକ୍ଷ ୧୮ ହଜାର ହେକ୍ଟର ଜମି ଜଳସେଚିତ ହେବ।

ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ,…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର ବଜେଟ୍ ଆଗତ କରିବା ପୂର୍ବରୁ ଏହି ବୈଠକ ବସୁଛି। ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ୍ ମୋହର ବାଜିପାରେ। ମୁଖ୍ୟମନ୍ତ୍ରୀ ଭାବେ…

ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ କ୍ରିୟାନ୍ୱୟନ ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଓଡ଼ିଶା ରାଜ୍ୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସରକାର, ରାଜ୍ୟ ଓ…

ରଥରେ ଅଘଟଣ: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ

ଓଏଲ୍‌ ବ୍ୟୁରୋ: ଗତକାଲି ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ବେଳେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ୱଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବା ବେଳେ ହଠାତ୍…