Odisha Link
Bridging the Missing Links in Odisha
Daily Archives

July 11, 2024

ସରକାରଙ୍କୁ ନିବେଦନ କଲେ ସହିଦଙ୍କ ମାଆ,…

ଓଏଲ୍‌ ବ୍ୟୁରୋ: ସିଆଚିନରେ ସହିଦ କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କ ସ୍ମୃତି ସିଂହ ଏବଂ ମାଆ ମଞ୍ଜୁ ସିଂହଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ଏହି ସମୟର ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା।…

କେବେ ଖୋଲିବ ରତ୍ନଭଣ୍ଡାର? ପୁଣି ଚର୍ଚ୍ଚା…

ଓଏଲ୍‌ ବ୍ୟୁରୋ: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ହାଇଲେବୁଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟି ମଂଜୁରୀ କରିଛି। ୧୪ରେ ଖୋଲିବାକୁ ପ୍ରସ୍ତାବ…

ସାଇନାଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶିଷ୍ଟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ସହ ରାଷ୍ଟ୍ରପତି ଭବନରେ ଖେଳୁଥିବା ଦେଖିବାକୁ ମିଳିଛି। ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାତରେ ରାକେଟ୍ ଧରି…

ଏମିତି ବି ଆସେ ମୃତ୍ୟୁ, ମଞ୍ଚରେ…

ଓଏଲ୍‌ ବ୍ୟୁରୋ: ସତରେ ମୃତ୍ୟୁ ତ ସବୁବେଳେ ବିରଳ। କେତେବେଳେ କେଉଁ ରୂପରେ ଆସି ସାମ୍ନାରେ ଛିଡା ହୋଇଯିବ ତାହା କିଏ ଅବା ଜାଣିଚି। ମୃତ୍ୟୁ ଏମିତି ବି ଆସେ। ଗଜପତିରୁ ଆସିଲା ଦୁଃଖଦ ଖବର। ଗୀତ ଗାଉ ଗାଉ ଚାଲିଗଲା ଜୀବନ। ଗୀତ ଗାଉଥିବା ବେଳେ ଜିଲ୍ଲା ରେଭିନ୍ୟୁ ଏଡିଏମ୍ ବୀରେନ୍ଦ୍ର କୁମାର ଦାସଙ୍କ ମୃତ୍ୟୁ…

ପିଏମ୍ ଆବାସକୁ ନେଇ ବଡ଼ ଖବର, ପ୍ରଥମ…

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଂଚାୟତିରାଜ ମନ୍ତ୍ରୀ ବଡ଼ ବୟାନ ରଖିଛନ୍ତି। ମନ୍ତ୍ରୀ ରବି ନାୟକ କହିଛନ୍ତି, ବର୍ଷା ଦିନ ପରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ପ୍ରଥମ କିସ୍ତିରେ ୫ ଲକ୍ଷ ଘର ରାଜ୍ୟକୁ ଆସିବ। ଏନେଇ ଚିଠା ପ୍ରାୟ…

ଆଜି ନିଟ୍ ୟୁଜି ପରୀକ୍ଷାର ଶୁଣାଣି,…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ଏସବୁ ଭିତରେ ନିଟ୍ ୟୁଜି ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। କେନ୍ଦ୍ର ସରକାର ଓ ଏନ୍‌ଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ବ୍ୟାପକ ଅନିୟମିତତା ହୋଇନଥିବା ଉଲ୍ଲେଖ ହୋଇଛି। ଆଜି…

ଆଜି ପବିତ୍ର ହେରା ପଞ୍ଚମୀ,…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ହେରା ପଞ୍ଚମୀ। ରଥଯାତ୍ରା ଆଦ୍ୟପର୍ବରେ ପାଳିତ ହେଉଥିବା ଏକ ବିଶେଷ ପର୍ବ। ମହାପ୍ରଭୁଙ୍କ ଉପରେ ରୋଷ କରି ଶ୍ରୀମନ୍ଦିରୁ ଗୁଣ୍ଡିଚା ମନ୍ଦିରକୁ ଆସିବେ ମା’ ଭଗବତୀ। ଆଜି ମାନ ଅଭିମାନର ଜ୍ୱଳନ୍ତ ଯାତ ହେରାପଞ୍ଚମୀ। ରଥଯାତ୍ରାଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ…