ସମୀର ଦେ ଫୁଟବଲ ଆସୋସିଏସନର ନୂଆ ସଭାପତି
ଓଏଲ୍ ବ୍ୟୁରୋ: ବିଜେପି ନେତା ସମୀର ଦେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ବା ଫାଓର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ଵପରି ଆଶୀର୍ବାଦ ବେହେରା ଫାଓର ସମ୍ପାଦକ ହୋଇଛନ୍ତି। ଆସନ୍ତା ୨୧ରେ ଓଡ଼ିଶା ଫାଓର ନିର୍ବାଚନ ଥିବାବେଳେ ଜଣେ ମାତ୍ର ପ୍ରାର୍ଥୀ ଥିବାରୁ ନିର୍ବାଚନ ପୂର୍ଵରୁ ନିର୍ଦ୍ୱନ୍ଦ୍ବରେ…