Odisha Link
Bridging the Missing Links in Odisha
Daily Archives

July 12, 2024

ଭାସିଗଲା ବସ୍, ୬୦ରୁ ଅଧିକ ଯାତ୍ରୀ ନିଖୋଜ

ଓଏଲ୍‌ ବ୍ୟୁରୋ: ନେପାଳରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ନେପାଳରେ ଭୟଙ୍କର ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଯୋଗୁଁ ନଦୀରେ ୨ଟି ବସ୍ ଭାସିଯାଇଛି। ୨ଟି ବସ୍‌ରେ ଡ୍ରାଇଭର ସହ ପାଖାପାଖି ୬୩ ଯାତ୍ରୀ ରହିଥିବା ଅନୁମାନ କରାଯାଉଛି। କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ ଅଘଟଣ ହୋଇଛି। ୨ ବସ୍‌ର ପତ୍ତା…

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,…

ଓଏଲ୍‌ ବ୍ୟୁରୋ: ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହୋଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢ଼ୀ। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏବେ ସେ କୃଷି ବିଭାଗର ପ୍ରମୁଖ ସଚିବ ଭାବେ…

କାଳ ସାଜିଲା ରିଲ୍ସ, ୫ ଦିନ ପରେ ମିଳିଲା…

ଓଏଲ୍‌ ବ୍ୟୁରୋ: ତାପଙ୍ଗ ଖଣି ପୋଖରୀରେ ବୁଡ଼ି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୀର୍ଘ ୫ ଦିନ ଖୋଜାଖୋଜି କରିବା ପରେ ଆଜି ସକାଳେ ଖଣି ପାଣିରେ ଭାସିଥିଲା ଓମ୍‌ ପ୍ରକାଶଙ୍କ ମୃତଦେହ। ଗତ ସୋମବାର ଦିନ ତାପଙ୍ଗ ଖଣି ଅଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ଓମ ପ୍ରକାଶ ରିଲ୍ସ କରିବା…