Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ଉପରେ ନଜର ରଖିବେ ବିଜେଡି ନେତା, ୫୦ ବିଧାୟକଙ୍କୁ ଗୁରୁ ଦାୟିତ୍ବ ଦେଲେ ନବୀନ

ଓଏଲ୍‌ ବ୍ୟୁରୋ: ମୋହନ ସରକାର ଉପରେ ନଜର ରଖିବାକୁ କମିଟି ଗଠନ କଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ବିଜୁ ଜନତା ଦଳର ୫୦ ଜଣ ବିଧାୟକଙ୍କୁ ଦାୟିତ୍ବ ବାଣ୍ଟିଛନ୍ତି।

ବିିଜେଡିର ବରିଷ୍ଠ ନେତା ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ରାଜସ୍ବ, ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ, ବଦ୍ରିନାରାୟଣ ପାତ୍ରଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣ ସାହୁଙ୍କୁ ଜଳ ସମ୍ପଦ, ବ୍ରଜ ପ୍ରଧାନଙ୍କୁ ସ୍ବାସ୍ଥ୍ୟ ଓ ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଆଉ କେଉଁ ବିଧାୟକଙ୍କୁ କେଉଁ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜାଣନ୍ତୁ…

Leave A Reply

Your email address will not be published.