Odisha Link
Bridging the Missing Links in Odisha
Daily Archives

July 17, 2024

ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ, ଜବରଦଖଲ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜମି ଜବରଦଖଲ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି। ଏହି ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲଡୋଜର ବୁଲିବ ବୋଲି କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସରକାରୀ ଜମି ଜବରଦଖଲ କରି ନିର୍ମାଣ…

କଟକ ବଡ଼ ମେଡିକାଲରେ ତେଜିଲା ବିବାଦ, ହାଉସ…

ଓଏଲ୍‌ ବ୍ୟୁରୋ: କଟକ ବଡ଼ ମେଡିକାଲରେ ଉତ୍ତେଜନା ହୋଇଥିବା ଖବର ସାମ୍ନାକୁ ଆସିଛି। ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ମୁହାଁମୁହିଁ ହୋଇଛନ୍ତି। ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ବିବାଦ ଦେଖାଦେଇଛି। ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏନେଇ ଅଭିଯୋଗ କରିଥିଲେ ନର୍ସିଂ…

ସମୁଦ୍ରରେ ବୁଡ଼ିଲା ତେଲ ଟ୍ୟାଙ୍କର,…

ଓଏଲ୍‌ ବ୍ୟୁରୋ: ମଝି ସମୁଦ୍ରରେ ବୁଡ଼ିଲା ଜାହାଜ। ୧୩ ଜଣ ଭାରତୀୟଙ୍କ ସମେତ ୧୬ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଓମାନ ଉପକୂଳରେ ବୁଡ଼ିଯାଇଥିବା ସୂଚନା ମିଳିଛି। ଓମାନର ସାମୁଦ୍ରିକ ସୁରକ୍ଷା ବାହିନୀ ଏନେଇ ସୂଚନା ଦେଇଛି। ଜାହାଜରେ ଥିବା ୧୬ଜଣ କ୍ରୁ ମେମ୍ୱର ନିଖୋଜ ଅଛନ୍ତି। ସେମାନଙ୍କର…

ରାଜ୍ୟରେ ଲଘୁଚାପ ସକ୍ରିୟ, ଆଗାମୀ ୫ ଦିନ…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ। ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ…

ଜୁଲାଇ ୨୦ରେ ଆସିବ ଯୁକ୍ତ ଦୁଇ ମେଧା…

ଓଏଲ୍‌ ବ୍ୟୁରୋ: ୨୦୨୪- ୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ନିମନ୍ତେ ଆବେଦନ ପ୍ରକିୟା ଶେଷ ହୋଇଛି। ଆସନ୍ତା ୨୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ପହିଲାରୁ ପାଠପଢା ଆରମ୍ଭ ହେବ। ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୧ ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ…

ଆସନ୍ତା ୨୨ରୁ ପାଳନ ହେବ ଶିକ୍ଷା ସପ୍ତାହ,…

ଓଏଲ୍‌ ବ୍ୟୁରୋ: ନୂତନ ଜାତୀୟ ଶିକ୍ଷାନୀତିକୁ ପୂରିଲା ୪ ବର୍ଷ। ଏହି ଅବସରରେ ସବୁ ସ୍କୁଲରେ ପାଳନ ହେବ `ଶିକ୍ଷା ସପ୍ତାହ'। ରାଜ୍ୟରେ ୨୨ରୁ ୨୮ ଯାଏ `ଶିକ୍ଷା ସପ୍ତାହ' ପାଳନ ହେବ। ଜୁଲାଇ ୨୨ ତାରିଖରେ ଶିକ୍ଷା ସାମଗ୍ରୀ ଦିବସ ପାଳନ କରାଯିବ। ଜୁଲାଇ ୨୩ରେ ଏଫଏଲଏନ୍, ଜୁଲାଇ ୨୪ରେ କ୍ରୀଡା, ଜୁଲାଇ ୨୫ରେ…

କଟକ ବଡ଼ ମେଡିକାଲରେ ଉତ୍ତେଜନା, ହାଉସ…

ଓଏଲ୍‌ ବ୍ୟୁରୋ: କଟକ ବଡ଼ ମେଡିକାଲରେ ଉତ୍ତେଜନା ହୋଇଥିବା ଖବର ସାମ୍ନାକୁ ଆସିଛି। ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ମୁହାଁମୁହିଁ ହୋଇଛନ୍ତି। ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ବିବାଦ ଦେଖାଦେଇଛି। ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏନେଇ ଅଭିଯୋଗ କରିଥିଲେ ନର୍ସିଂ…

ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ,…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ଝଟକିବେ ଶ୍ରୀଜିଉ। ସୁନାବେଶ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ…