Odisha Link
Bridging the Missing Links in Odisha

କ୍ରୀଡ଼ା ପୁରସ୍କାର ନାଁ ବଦଳେଇଲେ ମୋହନ ସରକାର, ଏଣିକି ଏହି ସମ୍ମାନରେ ସମ୍ମାନୀତ ହେବେ ଖେଳାଳି

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ନେଲା ବଡ଼ ପଦକ୍ଷେପ। ବଦଳିଲା କ୍ରୀଡ଼ା ପୁରସ୍କାର ନାମ। ଏଣିକି କ୍ରୀଡ଼ାବିତ ମାନେ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନରେ ସମ୍ମାନିତ ହେବେ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନଁ ବଦଳିଲା। ଏନେଇ କ୍ରୀଡ଼ା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

Leave A Reply

Your email address will not be published.