Odisha Link
Bridging the Missing Links in Odisha
Daily Archives

July 22, 2024

ପାଣ୍ଡିଆନଙ୍କ ସପକ୍ଷରେ ନବୀନଙ୍କ ଟ୍ୱିଟ୍

ଓଏଲ୍ ଵ୍ୟୁରୋ: ପୁଣି ଚର୍ଚ୍ଚାରେ ଭି.କେ ପାଣ୍ଡିଆନ। ବିଜେଡି ସୁପ୍ରିମୋଙ୍କ ଟ୍ୱିଟ ପରେ ଭି.କେ ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଇଂରାଜୀ ଖବରକାଗଜରେ ପାଣ୍ଡିଆନ ଓ ବିଜେଡିକୁ ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ନବୀନ। ଗତ କେଇ ସପ୍ତାହ ଧରି ଜଣେ…

ଖୁବଶୀଘ୍ର ରତ୍ନଭଣ୍ଡାରର ସ୍ଥିତି ପରଖିବେ…

ଓଏଲ୍ ଵ୍ୟୁରୋ: ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ବହୁ ଦିନର ଅପେକ୍ଷା ପରେ ଏହା ସମ୍ଭବ ହୋଇଛି। ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦିନେ ଦୁଇଦିନ ଭିତରେ ରତ୍ନଭଣ୍ଡାର…

ବିଜେଡି ଘୋଷଣା କଲା ନୂଆ ମିଡିଆ ଟିମ୍,…

ଓଏଲ୍ ଵ୍ୟୁରୋ: ଆଜିଠାରୁ (ସୋମବାର) ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ବିଜେପି କ୍ଷମତା ପଇସାରିଥିବାବେଳେ ବିଜୁ ଜନତା ଦଳ ଶକ୍ତ ବିରୋଧୀ ଦଳ…

ଦିନିକିଆ ଦଳରେ ଜାଡେଜାଙ୍କୁ ମିଳିଲାନି…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପାଇଁ ଆଜି ଶ୍ରୀଲଙ୍କା ଗସ୍ତ କରିଛି ଭାରତୀୟ କ୍ରିକେଟ ଦଳ। ଶ୍ରୀଲଙ୍କା ବିପକ୍ଷରେ ୨୭ ତାରିଖରେ ଅଭିଯାନ ଆରମ୍ଭ କରିବ ଭାରତୀୟ କ୍ରିକେଟ ଦଳ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଓ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକର ମିଳିତ ଭାବେ ଏକ…

କାହିଁକି ପାଣ୍ଡ୍ୟାଙ୍କୁ ମିଳିଲାନି…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପାଇଁ ଆଜି ଶ୍ରୀଲଙ୍କା ଗସ୍ତ କରିଛି ଭାରତୀୟ କ୍ରିକେଟ ଦଳ। ଶ୍ରୀଲଙ୍କା ବିପକ୍ଷରେ ୨୭ ତାରିଖରେ ଅଭିଯାନ ଆରମ୍ଭ କରିବ ଭାରତୀୟ କ୍ରିକେଟ ଦଳ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଓ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକର ମିଳିତ ଭାବେ ଏକ…

ବିଜେଡିକୁ ନେଇ ଜୟନାରାୟଣଙ୍କ…

ଓଏଲ୍ ଵ୍ୟୁରୋ: ଆଜିଠାରୁ (ସୋମବାର) ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନ ପରେ ବିଜେଡିକୁ ନେଇ ଭବିଷ୍ୟବାଣୀ କରିଛନ୍ତି ସମ୍ବଲପୁର…

ସଂସଦରେ ସମ୍ବିତଙ୍କ ଦାବି, ପୁରୀରେ…

ଓଏଲ୍ ଵ୍ୟୁରୋ: ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି କଲେ ସାଂସଦ ସମ୍ବିତ ପାତ୍ର। ଗତ ମେ ମାସ ୨୯ ତାରିଖ ଦିନ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ହୋଇ ଦୁର୍ଘଟଣା ହୋଇଥିଲା। ଗଣମାଧ୍ୟମ ରିପୋର୍ଟ…

ସଂସଦରେ ନିଟ୍ ତାତି, ଶିକ୍ଷାମନ୍ତ୍ରୀ ଓ…

ଓଏଲ୍ ଵ୍ୟୁରୋ: ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ନିଟ୍ ପ୍ରସଙ୍ଗକୁ ନେଇ ସଂଦସରେ ହଙ୍ଗାମା ଦେଖା ଦେଇଥିଲା। ନିଟ୍ ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରାହୁଲ ଗାନ୍ଧୀ ଓ ମୁହାଁମୁହିଁ ହୋଇଛନ୍ତି। ଲୋକସଭାରେ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ…

ନୂଆ ଆଡଭୋକେଟ୍ ଜେନେରାଲ ଭାବେ ଦାୟିତ୍ବ…

ଓଏଲ୍ ଵ୍ୟୁରୋ: ଓଡ଼ିଶା ହା‌ଇକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଆଡଭୋକେଟ୍ ଜେନେରାଲ ‌ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାର ଏହି ବଡ଼ ଦାୟିତ୍ବ ଦେଇଛନ୍ତି। ନୂଆ ଆଡଭୋକେଟ୍ ଜେନେରାଲ ଭାବେ ପୀତାମ୍ବର ଆଚାର୍ଯ୍ୟ ଦାୟିତ୍ବ ନେଇଛନ୍ତି। ହାଇକୋର୍ଟ ସ୍ଥିତ କାର୍ଯ୍ୟାଳୟରେ ଦାୟିତ୍ବ…

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ମତ୍ସ୍ୟ ନିର୍ଦେଶାଳୟର ଡେପୁଟି ଡାଇରେକ୍ଟର। ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଡେପୁଟି ଡାଇରେକ୍ଟର ବସନ୍ତ ଦାସଙ୍କ ପାଇଁ ପୁଣି ବଢିଲା ଅଡୁଆ। ବସନ୍ତଙ୍କ ୫ଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କଲା ଭିଜିଲାନ୍ସ।୧କୋଟି ୫ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିଲେ…