Odisha Link
Bridging the Missing Links in Odisha

ବିଜେଡି ଘୋଷଣା କଲା ନୂଆ ମିଡିଆ ଟିମ୍, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ…

ଓଏଲ୍ ଵ୍ୟୁରୋ: ଆଜିଠାରୁ (ସୋମବାର) ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ବିଜେପି କ୍ଷମତା ପଇସାରିଥିବାବେଳେ ବିଜୁ ଜନତା ଦଳ ଶକ୍ତ ବିରୋଧୀ ଦଳ ପାଲଟିଥିବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ବିଜେଡି ନୂଆ ମିଡିଆ ଦଳ ଘୋଷଣା କରିଛି। ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍ ଘୋଷଣା କରାଯାଇଛି।

ଜାଣନ୍ତୁ କାହାକୁ ମିଳିଲା ସ୍ଥାନ…

୧.ପ୍ରଶାନ୍ତ ମୁଦୁଲି
୨.ବ୍ୟୋମକେଶ ରାୟ
୩.ସୁବାସ ସିଂ
୪.ଗୌତମ ବୁଦ୍ଧ ଦାସ
୫.ସାରଦା ଜେନା
୬.ଲତିକା ପ୍ରଧାନ
୭.ରମେଶ ବେହେରା
୮.ମନ୍ମଥ ରାଉତରାୟ
୯.ତୁମ୍ବନାଥ ପଣ୍ଡା
୧୦.ମିହିର ରାୟ
୧୧.ଚିନ୍ମୟ ସାହୁ
୧୨.ଇପସିତା ସାହୁ
୧୩.ସୋଫିଆ ଆଲାମ୍
୧୪.ଇରାନୀ ରାୟ
୧୫.ବିଶ୍ୱନାଥ ପ୍ରତାପ ସାହୁ
୧୬.ଯୁବ ନେତା ଅରୁପ ଶ୍ରୀଚନ୍ଦନ

 

Leave A Reply

Your email address will not be published.