Odisha Link
Bridging the Missing Links in Odisha
Daily Archives

July 23, 2024

ରାଜ୍ୟ ରାଜନୀତିରେ ପୋଲାଭରମ୍‌ ତାତି,…

ଓଏଲ୍‌ ବ୍ୟୁରୋ: ସଂସଦରେ ୨୦୨୪ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧ ଘଣ୍ଟା ୨୩ ମିନିଟର ଭାଷଣରେ ବିଶେଷ ଭାବେ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ବଜେଟରେ ୪…

ନିଟ୍ ମାମଲାର ଶୁଣାଣି ଶେଷ, ରାୟ…

ଓଏଲ୍ ବ୍ୟୁରୋ: ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଣି ଶେଷ କରିଛନ୍ତି । ପରୀକ୍ଷା ବାତିଲ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଚଳିତ ବର୍ଷ ପାଇଁ ଏକ ନୂତନ ନିଟ୍ ପରୀକ୍ଷା ନିର୍ଦ୍ଦେଶ ଦେବା ଗୁରୁତର ପରିଣାମ ହେବ ଯାହା…

ରାଜ୍ୟର ପ୍ରତି ଜିଲ୍ଲାରେ ହେବ ମେଡିକାଲ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ। ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ପ୍ରତି ଜିଲ୍ଲାରେ ମେଡିକାଲ କଲେଜ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ। ସେ ଆହୁରି କହିଛନ୍ତି ଯେ…

ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର, ବଜେଟ୍…

ଓଏଲ୍ ବ୍ୟୁରୋ: ଗତ କିଛି ଦିନ ହେବ ସୁନା ଦର ବଢ଼ିଚାଲିଥିଲା। ତେବେ ଆଜି ଗ୍ରାହକଙ୍କ ପାଇ ଏକ ପ୍ରକାର ଖୁସି ଖବର ଆସିଛି। ବଜେଟ ପରେ କମିଲା ସୁନା ଓ ରୂପା ଦର। ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ହେଲେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି…

ଇଣ୍ଡିଆ ବିପକ୍ଷ ଟି-୨୦ ସିରିଜ ପାଇଁ…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ଗସ୍ତରେ ଟିମ୍‌ ଇଣ୍ଡିଆ। ଶ୍ରୀଲଙ୍କା ବିପକ୍ଷରେ ହ୍ବାଇଟ୍‌ ବଲ୍‌ ସିରିଜ ଖେଳିବ ଭାରତ। ଭାରତୀୟ ଦଳ ଦ୍ବିପାକ୍ଷିକ ସିରିଜ ପାଇଁ କଲମ୍ବୋରେ ପହଁଞ୍ଚିସାରିଛି। ଅନ୍ୟପଟେ ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି ଶ୍ରୀଲଙ୍କା। ଚରିଥ ଅସଳଙ୍କାଙ୍କୁ ଦଳର ଅଧିନାୟକ ପଦ…

ପୁରୀ: ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ…

ଓଏଲ୍ ବ୍ୟୁରୋ: ରଥଯାତ୍ରା ପରେ ଆସନ୍ତାକାଲି ୨୪ ତାରିଖ ବୁଧବାର ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଦତ୍ତ ମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉ ମାନଙ୍କର ଶ୍ରୀମୁଖ…

ଆସ୍ଥା ଭୋଟ ହାରିଲେ ଫୁଲବାଣୀ…

ଓଏଲ୍ ବ୍ୟୁରୋ: ଫୁଲବାଣୀ ପୌରପରିଷଦର ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଆସ୍ଥା ଭୋଟରେ ପରାଜୟ ବରଣ କରିଛନ୍ତି। ଦୀର୍ଘ ଚାରି ମାସ ଧରି ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲି ଥିବା ନାଟକର ଅନ୍ତ ଘଟିଛି। ଆଜି ପ୍ରସ୍ତାବ ଉପରେ ଅନୁଷ୍ଠିତ ମତଦାନରେ…

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, କାଲି…

ଓଏଲ୍ ବ୍ୟୁରୋ: ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ…

ଓଡ଼ିଆ ଅସ୍ମିତାକୁ ନେଇ ଗୃହରେ ହଙ୍ଗାମା,…

ଓଏଲ୍ ବ୍ୟୁରୋ: ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ…

ବଜେଟ୍ ୨୦୨୪: ୧୪ଟି ପ୍ରମୁଖ ଘୋଷଣା

ଓଏଲ୍‌ ବ୍ୟୁରୋ: ସଂସଦରେ ୨୦୨୪ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧ ଘଣ୍ଟା ୨୩ ମିନିଟର ଭାଷଣରେ ବିଶେଷ ଭାବେ ଚାକିରିଆଙ୍କ ପାଇଁ ଭଲ ଖବର ଆଣିଛି। ନୂଆ ଟ୍ୟାକ୍ସ ରିଜିମ ଚୟନ କରିଥିବା ବ୍ୟକ୍ତିଙ୍କ ପାଇଁ ଏବେ ୭.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ୍‌ ଟ୍ୟାକ୍ସ ଫ୍ରି…