ବିପଦ ସଙ୍କେତ ଟପିଲା ମାଛକୁଣ୍ଡ ଜଳସ୍ତର, ଭୟରେ ଗ୍ରାମବାସୀ
ଓଏଲ୍ ବ୍ୟୁରୋ: ଚଳିତବର୍ଷର ପ୍ରଥମ ବନ୍ୟାଜଳ ମାଛକୁଣ୍ଡ ଜଳପ୍ରପାତରେ ନିଷ୍କାସିତ ହୋଇଥିବାବେଳେ ବିପଦ ସଙ୍କେତ ଅବସ୍ଥାରେ ରହିଛି। ମାଛକୁଣ୍ଡ ଡି ଡ୍ୟାମ୍ ଜଳସ୍ତର ୨୫.୯୦ ଥିବା ବେଳେ ୨୫.୯୧ରେ ପ୍ରବାହିତ ହେଉଛି ଜଳ। ୩,୨୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ୨୦୦୦ କ୍ୟୁସେକ ପ୍ରବେଶ କରୁଛି। ବର୍ତ୍ତମାନ ୨ଟି ଗେଟ୍ ଖୋଲା ରହିଛି। ୬ ଓ ୭ ନମ୍ବର ଗେଟ୍ ଖୋଲା ରହିଛି।