Odisha Link
Bridging the Missing Links in Odisha
Daily Archives

July 24, 2024

ଦିନକ ପରେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪,…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ। ଆଉ ଦିନକ ପରେ ବିଧିବଦ୍ଧ ଭାବେ ଆରମ୍ଭ ହେବ ପ୍ୟାରିସ୍‌ ଅଲିମ୍ପିକ୍ସ। ଚଳିତ ଅଲିମ୍ପିକ୍ସରେ ଭାରତର ୧୧୭ ଜଣ ଖେଳାଳି ଫ୍ରାନ୍ସ ଗସ୍ତ କରିଛନ୍ତି। ଆସନ୍ତାକାଲିଠୁ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୨୫ରେ…

ସୋଆରେ ଜଳବାୟୁ ପରିବର୍ତନ ସମ୍ପର୍କିତ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ‘ସଷ୍ଟେନେବୁଲ ଏଗ୍ରିକଲ୍‌ଚରାଲ ଡେଭଲେପ୍‌ମେଂଟ ୱିଥ୍‌ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍‌’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଥିବା ବେଳେ ଜଳବାୟୁ ପରିବର୍ତନ ସମ୍ପର୍କିତ ପ୍ରଭାବକୁ ମୁକାବିଲା କରିବା ନିମନ୍ତେ ଅଂଚଳ ଭିତିକ…

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ,…

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ ୨୦୨୪। ରାଜ୍ୟ ବଜେଟ୍ ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଅଗ୍ରୀମ ଆକଳନ ଅନୁସାରେ, ୨୦୨୩-୨୪ରେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ୮.୫% ଛୁଇଁବ ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ହାର ୨୦୨୨-୨୩ରେ ୭.୯…

ବଜେଟ୍ ପୂର୍ବରୁ ଆସିଲା ଓଡ଼ିଶାର…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ ୨୦୨୪। ଏହା ପୂର୍ବରୁ ଆଜି ଓଡ଼ିଶା ସରକାର ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ ଓଡ଼ିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ହାର…

ନେପାଳରେ ବିମାନ ଦୁର୍ଘଟଣା: ୩୨ ବର୍ଷ ତଳେ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ନେପାଳର କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣା ଘଟିଛି। ବିମାନ ଦୁର୍ଘଟଣାରେ ୧୮ ଜଣଙ୍କ ଦେହାନ୍ତ ହୋଇଛି। ଯାହା ଏବେ ସାରା ବିଶ୍ବକୁ ସ୍ତବ୍ଧ କରିଛି। ନେପାଳରେ ବଡ଼ ବିମାନ ଦୁର୍ଘଟଣା ୧୯୯୨ ମସିହାରେ ହୋଇଥିଲା। ଯେଉଁଥିରେ ୧୬୭…

ଓଡ଼ିଶା ବିଧାନସଭା: ନିର୍ଦ୍ୱନ୍ଦ୍ୱରେ…

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ। ସର୍ବସମ୍ମତି କ୍ରମେ ତାଙ୍କୁ ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି ଭାବେ ଦାୟିତ୍ୱ ମିଳିଛି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ…

ଉପବାଚସ୍ପତି ହେଲେ ଭବାନୀ ଭୋଇ

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ। ସର୍ବସମ୍ମତି କ୍ରମେ ତାଙ୍କୁ ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି ଭାବେ ଦାୟିତ୍ୱ ମିଳିଛି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ…

ଓଡ଼ିଶା ପାଇଁ ୧୦ ହଜାର ୫୮୬ କୋଟିର ରେଳ…

ଓଏଲ୍‌ ବ୍ୟୁରୋ: ଚଳିତ ବଜେଟରେ ରେଳ ବିଭାଗକୁ ମିଳିଛି ୨ ଲକ୍ଷ ୬୨ ହଜାର କୋଟି ଟଙ୍କା। ସେ ମଧ୍ୟରୁ ଓଡ଼ିଶାକୁ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କାର ରେଳ ଅନୁଦାନ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ କହିଛନ୍ତି, ୟୁପିଏ ତୁଳନାରେ ୧୨ ଗୁଣା ଅଧିକ ଟଙ୍କା…

ରାଜଧାନୀରେ ନକଲି ସସ୍ କାରଖାନା ଠାବ: ୩…

ଓଏଲ୍ ବ୍ୟୁରୋ: ଭୁବନେଶ୍ବରରେ ନକଲି ସସ୍ କାରଖାନା ଠାବ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏୟାରଫିଲ୍ଡ ଥାନା ପୁଲିସ ଦ୍ବାରା ମ୍ୟାନେଜର ଓ ୨ କର୍ମଚାରୀ ଗିରଫ ହୋଇଥିବା ଜଣା ପଡିଛି। ଭୀମଟାଙ୍ଗୀ ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ ହୋଇଥିଲା। କମିଶନରେଟ ପୁଲିସ…