ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ ପ୍ରସ୍ତୁତି, ୧୦ ହଜାରରୁ ଅଧିକ ଲୋକ ଅନ୍ୟତ୍ର ସ୍ଥାନାନ୍ତର
ଓଏଲ୍ ବ୍ୟୁରୋ: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ। ଏଥିପାଇଁ ସାଢ଼େ ତିନ କିଲୋମିଟର ପରିଧି ଅଞ୍ଚଳରୁ ୪ଟି ପଂଚାୟତର ୧୦ଟି ଗାଁରୁ ୧୦,୫୨୧ ଜଣଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରଣ କରାଯାଉଛି। ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏଲସି-୩କୁ ଉତକ୍ଷେପଣ କରାଯିବ। ଏଥିପାଇଁ ସାଢ଼େ ତିନ କିଲୋମିଟର ପରିଧି ଅଞ୍ଚଳରୁ ୪ଟି ପଂଚାୟତର ୧୦ଟି ଗାଁରୁ ୧୦,୫୨୧ ଜଣଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଉଥିବାବେଳେ ସେମାନଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।