Odisha Link
Bridging the Missing Links in Odisha
Daily Archives

July 24, 2024

ପୁରୀରେ ରତ୍ନଭଣ୍ଡାର ଯାଞ୍ଚ କମିଟି…

ଓଏଲ୍ ବ୍ୟୁରୋ: ପୁରୀରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ ପହଂଚିଛନ୍ତି। ତାଙ୍କ ସାଙ୍ଗରେ ଅଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ। ପୁରୀରେ ପହଞ୍ଚିବା ପରେ ଜଷ୍ଟିସ ରଥ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଳଙ୍କାର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଛି।…

କାଠମଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା,…

ଓଏଲ୍ ବ୍ୟୁରୋ: ନେପାଳ ରାଜଧାନୀ କାଠମାଣ୍ଡୁରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଟେକ୍‌ଅପ ବେଳେ ବିମାନବନ୍ଦରରେ ବିମାନ କ୍ରାସ ହୋଇଛି। କ୍ରାସ ହୋଇଥିବା ବିମାନରେ ଥିଲେ ୧୯ ଜଣ। ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା ଘଟିଛି।

ଗୃହରେ ଅଚଳାବସ୍ଥା, ସର୍ବଦଳୀୟ ବୈଠକ…

ଓଏଲ୍ ବ୍ୟୁରୋ: ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ…

ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ!…

ଓଏଲ୍ ବ୍ୟୁରୋ: ବିନା ଫିଟନେସ ଓ ପଞ୍ଜିକରଣରେ ଚାଲୁଥିବା ଗାଡ଼ି ଏଣିକି ରାସ୍ତାରେ ଗଡ଼ି ପାରିବ ନାହିଁ। ଗାଡିର ଫିଟନେସକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଆରଟିଓ। ଫିଟନେସ ନଥିଲେ ଅଟକିବ ଗାଡ଼ି। ଜରିମାନା ସହ ଗାଡ଼ିକୁ ଅଟକ ରଖିବେ ପରିବହନ ବିଭାଗ କର୍ତ୍ତୃପକ୍ଷ। ଏ ନେଇ କଡ଼ା ନିର୍ଦ୍ଦେଶ ଜାରି…

ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ…

ଓଏଲ୍ ବ୍ୟୁରୋ: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ। ଏଥିପାଇଁ ସାଢ଼େ ତିନ କିଲୋମିଟର ପରିଧି ଅଞ୍ଚଳରୁ ୪ଟି ପଂଚାୟତର ୧୦ଟି ଗାଁରୁ ୧୦,୫୨୧ ଜଣଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରଣ କରାଯାଉଛି। ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏଲସି-୩କୁ ଉତକ୍ଷେପଣ କରାଯିବ।…

ମୁଖ୍ୟମନ୍ତ୍ରୀ ଗଠନ କଲେ ଟାସ୍କଫୋର୍ସ…

ଓଏଲ୍ ବ୍ୟୁରୋ: ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏହି ଟାସ୍କ ଫୋର୍ସରେ ରହିଥିବା ୮ ଜଣ ସଦସ୍ୟ…

ଆଇପିୟୁ ଉପସଭାପତି ହେଲେ ଅପରାଜିତା…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସାଂସଦଙ୍କୁ ଗୁରୁ ଦାୟିତ୍ବ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏସିଆ ପାସିଫିକ୍‌ ଗ୍ରୁପ୍‌ ଆଇପିୟୁର ଉପସଭାପତି ହୋଇଛନ୍ତି। ଆଇପିୟୁ କାର୍ଯ୍ୟକାରୀ କମିଟି ଦ୍ବାରା ତାଙ୍କୁ ମନୋନୀତ କରାଯାଇଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଜରିଆରେ ସୂଚନା ପାଇଥିବା ନେଇ ସୋସିଆଲ ମିଡିଆ…

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ତୃତୀୟ…

ଓଏଲ୍ ବ୍ୟୁରୋ: ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ…

ଟମାଟୋ ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

ଓଏଲ୍‌ ବ୍ୟୁରୋ: ପରିବା ଦର ଉପର ମୁହାଁ ଶ୍ରାବଣ ମାସରେ ଚିନ୍ତା ବଢ଼ାଇଛି ପରିବା ଦର। ପରିବା ବଜାରରେ ଟମାଟୋ ଦର ଆକାଶ ଛୁଆଁ ରହିଥିବା ବେଳେ ଅନ୍ୟ ପରିବା ଦର ମଧ୍ୟ ବୃଦ୍ଧି ପାଇଛି। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ରୋଷେଇ ଘରେ ଦେଖିବାକୁ ମିିଳିଛି। ବଜାରରେ ଟମାଟୋ ଦର ୧୦୦ ଟଙ୍କା ଅତିକ୍ରମ କରିଥିବାରୁ…

ପୁରୀ: ଆଜି ୪ ଘଣ୍ଟା ବନ୍ଦ ରହିବ…

ଓଏଲ୍ ବ୍ୟୁରୋ: ଶ୍ରାବଣ ମାସ ପ୍ରଥମ ବୁଧବାର ଅର୍ଥାତ୍ ଆଜି କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଦତ୍ତ ମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉ ମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ।…