Odisha Link
Bridging the Missing Links in Odisha
Daily Archives

July 25, 2024

ମୋହନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମୋହନ ମାଝୀ ଖୋଦ ବଜେଟ ଉପସ୍ଥାପନା କରୁଛନ୍ତି। ଗତ ଫେବ୍ରୁଆରୀ ମାସରେ ପୂର୍ବ ସରକାର କାମଚଳା ବଜେଟ ଉପସ୍ଥାପନା କରିଥିଲେ। ୨୦୨୪-୨୫…

ପ୍ୟାରିସ୍‌ ଅଲିମ୍ପିକ୍ସ: ତୀରନ୍ଦାଜୀରେ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପ୍ୟାରିସ୍‌ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଧିବଦ୍ଧ ଭାବେ ବାଜି ସାରିଲାଣି କ୍ରୀଡ଼ା ମହାକୁମ୍ଭର ବିଗୁଲ। ଆଜି ଭାରତର ମହିଳା ତୀରନ୍ଦାଜୀ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତର ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ତିନି ଜଣ ମିଶି…

‘ଗଣତନ୍ତ୍ର ମଣ୍ଡପ’ ନାମରେ ନାମିତ ହେଲା…

ଓଏଲ୍ ବ୍ୟୁରୋ: ବଦଳିଲା ରାଷ୍ଟ୍ରପତି ଭବନରେ ଥିବା ଦୁଇ କକ୍ଷର ନାମ। ପୂର୍ବରୁ ଥିବା ନାମ ବଦଳାଇ ନୂତନ ନାମରେ ନାମିତ କରାଯାଇଛି। ରାଷ୍ଟ୍ରପତି ଭବନର ଦୁଇ ସମ୍ମିଳନୀ କକ୍ଷ ନାଁ ପରିବର୍ତ୍ତନ ହୋଇଛି। ଦରବାର ହଲ୍‌ ନାମ ବଦଳ ହୋଇ ‘ଗଣତନ୍ତ୍ର ମଣ୍ଡପ’ ରଖାଯାଇଥିବାବେଳେ ଅଶୋକ ହଲ୍‌ ନାମ ପରିବର୍ତ୍ତନ ହୋଇ…

ଗୃହରେ ଜଳ ସମ୍ପଦ ବିଭାଗର ପ୍ରଶ୍ନ ପରେ…

ଓଏଲ୍ ବ୍ୟୁରୋ: ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ। ୩ ଦିନ ପରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବାବେଳେ ପୁଣି ହଂଗାମା ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରା ବାହିନୀ ପତି ବାଚସ୍ପତିଙ୍କ ମାଇକ ଟାଣି ଆଣିଥିଲେ। ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ।…

ଆମେରିକା-ଚୀନକୁ ଟପ୍ପର କରିଛନ୍ତି ମହିଳା;…

ଓଏଲ୍‌ ବ୍ୟୁରୋ: ୨୮୦୦ ବର୍ଷ ପୂର୍ବେ ପ୍ରାଚୀନ ଅଲିମ୍ପିକ୍ସ ଖେଳ ଆରମ୍ଭ ହୋଇଥିଲା। ସେହି ସମୟରେ ଅଲିମ୍ପିକ୍ସରେ ମହିଳା ଖେଳାଳି ଭାଗ ନେବାତ ଦୂରର କଥା ଖେଳ ଦେଖିବାକୁ ବି ଅନୁମତି ମିଳୁ ନଥିଲା। କାରଣ ସେହି ସମୟରେ ବିନା କପଡ଼ାରେ ଖେଳାଳି ଖେଳୁଥିଲେ। ଏପରିକି ବିବାହିତ ମହିଳା ଯଦି ଅଲିମ୍ପିକ୍ସ ଖେଳ…

ରାଜ୍ୟସଭାରେ ଜୋର ଧରିଲା ଚାଷୀଙ୍କ ଦାବି,…

ଓଏଲ୍ ବ୍ୟୁରୋ: ସଂସଦରେ ୨୦୨୪ କେନ୍ଦ୍ରୀୟ ବଜେଟ ଉପସ୍ଥାପନା ଶେଷ ହୋଇଛି। ଏହା ପରେ ଅଧିବେଶନ ଜାରି ରହିଛି। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ସହ ଦାବି ଜାରି ରହିଥିବାବେଳେ ଚାଷୀଙ୍କୁ ଫସଲବୀମା କ୍ଷତିପୂରଣ ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜ…

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କର ୩୪ ପ୍ଲଟ୍‌…

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ବଲାଙ୍ଗିର ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ କୁମାର ରାଉତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ଏକକାଳୀନ ୯ଟି…

ସାମ୍ବାଦିକା ମୃତ୍ୟୁ ମାମଲା: ମଧୁମିତାଙ୍କ…

ଓଏଲ୍ ବ୍ୟୁରୋ: ରାଜଧାନୀରେ ମହିଳା ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ସସପେନ୍ସ ବଢୁଥିବାବେଳେ ସ୍ବାମୀ ଶ୍ରୀଧର ଜେନାଙ୍କୁ ପୁଲିସ ଗିରଫ କରିଛି। ମହିଳା ସାମ୍ବାଦିକା ଜଣକ ହେଉଛନ୍ତି ମଧୁମିତା ପରିଡା। ସାମ୍ବାଦିକା ଜଣକ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ମୃତ୍ୟୁ ପୂର୍ବର ଏକ ଭିଡିଓ…

ଖଣି ଜମି ଉପରୁ ରୟାଲ୍ଟି ଆଦାୟ ଟ୍ୟାକ୍ସ…

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟ ଖଣିଜ ଟ୍ୟାକ୍ସକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଲାଗି ରହିଥିବା ମତଭେଦକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ କହିଛନ୍ତି, ଖଣିଜ ଜମି ଉପରେ ରୟାଲ୍ଟି କୁ ଟ୍ୟାକ୍ସ ଭାବେ…

ରବିବାର ଖୋଲିବ ହୀରାକୁଦ ଡ୍ୟାମ୍‌, ସତର୍କ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ନିଷ୍ପତି ନିଆଯାଇଅଛି। ଜୁଲାଇ ୨୮ ତାରିଖ ସକାଳ ୯ଟା ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ନେଇ ହୀରାକୁଦ ମୁଖ୍ୟଯନ୍ତ୍ରୀ…