Odisha Link
Bridging the Missing Links in Odisha

‘ଗଣତନ୍ତ୍ର ମଣ୍ଡପ’ ନାମରେ ନାମିତ ହେଲା ରାଷ୍ଟ୍ରପତି ଭବନର ଦରବାର ହଲ୍‌

ଓଏଲ୍ ବ୍ୟୁରୋ: ବଦଳିଲା ରାଷ୍ଟ୍ରପତି ଭବନରେ ଥିବା ଦୁଇ କକ୍ଷର ନାମ। ପୂର୍ବରୁ ଥିବା ନାମ ବଦଳାଇ ନୂତନ ନାମରେ ନାମିତ କରାଯାଇଛି। ରାଷ୍ଟ୍ରପତି ଭବନର ଦୁଇ ସମ୍ମିଳନୀ କକ୍ଷ ନାଁ ପରିବର୍ତ୍ତନ ହୋଇଛି। ଦରବାର ହଲ୍‌ ନାମ ବଦଳ ହୋଇ ‘ଗଣତନ୍ତ୍ର ମଣ୍ଡପ’ ରଖାଯାଇଥିବାବେଳେ ଅଶୋକ ହଲ୍‌ ନାମ ପରିବର୍ତ୍ତନ ହୋଇ ଅଶୋକ ମଣ୍ଡପ ରଖାଯାଇଛି। ପୂର୍ବରୁ ମୋଗଲ ଗାର୍ଡେନ ନାମ ବଦଳାଯାଇ ଅମୃତ ଉଦ୍ୟାନ ରଖାଯାଇଥିଲା।

Leave A Reply

Your email address will not be published.