Odisha Link
Bridging the Missing Links in Odisha
Daily Archives

July 27, 2024

ପ୍ୟାରିସ୍‌ ଅଲିମ୍ପକ୍ସ: ଶୁଟିଂରେ ପଦକ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ପ୍ରଥମ ଦିନରେ ଶୁଟିଂ ବିଭାଗରେ ଭାରତ ପାଇଁ ଆସିଲା ଭଲ ଖବର। ମନୁ ଭାକରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ ୬୦ ସଟ୍‌ କ୍ବାଲିଫାଏଙ୍ଗ ରାଉଣ୍ଡରେ ମୋଟ ୫୮୦ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମନୁ…

ନୀତି ଆୟୋଗ ବୈଠକ: ଓଡ଼ିଶା ପାଇଁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ପାଇଁ ନୀତି ଆୟୋଗର ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଷ୍ଟ୍ରପତି ଭବନର ସଂସ୍କୃତିକ କେନ୍ଦ୍ରରେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଭିନ୍ନ ଦାବି ରଖିଛନ୍ତି ମୋହନ ଚରଣ…

ଅନନ୍ତନାଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର ଘାଟିରୁ ତଳକୁ ଖସିଯିବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁଃଖଦ ଖବର ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ସୂଚନା ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁାଯାୟୀ, ଆଜି ମଧ୍ୟାହ୍ନରେ ଜମ୍ମୁ…

ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ହସ୍ତତନ୍ତର ଆହୁରି ହେବ ପ୍ରଚାର ପ୍ରସାର। କାରଣ ଆଜି ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଖୋଲିଛି ଏକ ଅତ୍ୟାଧୁନିକ ବୟନିକା ସୋ ରୁମ୍। ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ ଏହି ସୋର ରୁମ୍‌ର ଉଦଘାଟନ କରିଛନ୍ତି। ଏଣିକି ଦେଶ ତଥା ଦେଶ ବାହାରକୁ ଯାତ୍ରା କରୁଥିବା…

ଆଳୁ ଦର ଚିନ୍ତା ଭିତରେ ମମତାଙ୍କୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆଳୁ ଦର। ଆଳୁ ସମସ୍ୟାର ସମାଧାନ ପାଇଁ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ରାଜ୍ୟରେ ସୃଷ୍ଟି…

ପକ୍ଷପାତିତା ଅଭିଯୋଗ ଆଣିଲେ ମମତା, ନୀତି…

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ନୀତି ଆୟୋଗ ବୈଠକରେ ହାଇଡ୍ରାମା। ୨୦୪୭ ସୁଦ୍ଧା ବିକଶିତ ଭାରତ ରୋଡ୍‌ ମ୍ୟାପ୍‌ ଉପରେ ଆଲୋଚନା ବେଳେ ବୈଠକ ମଝିରୁ ଉଠି ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହିତ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି…

କିଏ ହେବ ଓଡ଼ିଶାର ନୂଆ କଂଗ୍ରେସ ମୁଖିଆ ?…

ଓଏଲ୍‌ ବ୍ୟୁରୋ: ସରିଜି ନିର୍ବାଚନ। ହେଲେ ସରିନି ରାଜନୀତି। ରାଜ୍ୟରେ ବିଜେପି ସରକାର ଗଠନ କରିଥିବା ବେଳେ ବିଜେଡି ବିରୋଧୀ ଦଳ ଭାବେ ରାଜ୍ୟରେ ନିଜ ସ୍ଥିତି ଜାହିର କରୁଛି। ନିଜ ସ୍ଥିତି ଜାହିର କରିବା ମାମଲାରେ ବିଜେପି, ବିଜେଡିଠୁ ବହୁତ ପଛରେ ପଡ଼ିଛି କଂଗ୍ରେସ। ଏସବୁ ମଧ୍ୟରେ କିଏ ହେବ ରାଜ୍ୟ କଂଗ୍ରେସର…

ପ୍ୟାରିସ୍‌ ଅଲିମ୍ପିକ୍ସ: ରୋଇଂରେ ୪ର୍ଥ…

ଓଏଲ୍‌ ବ୍ୟୁରୋ: ବାଜି ସାରିଛି କୀଡ଼ା ମହାକୁମ୍ଭର ବିଗୁଲ। ଭବ୍ୟ ସମାରୋହର ସହିତ ଉଦଘଶଯିତ ହୋଇଛି ପ୍ୟାରିସ୍‌ ଅଲିମ୍ପିକ୍ସ। ଅଲିମ୍ପିକ୍ସରେ ୨୦୦ଟି ଦେଶର ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ଭାରତର ୧୧୭ ଜଣ ଖେଳାଳି ୧୬ଟି କ୍ରୀଡ଼ାରେ ଭାଗ ନେଇଛନ୍ତି। ଅଗଷ୍ଟ ୧୧ ଯାଏ ଚାଲିବ ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଆଜି…

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪: ଆଜି ୭ଟି…

ଓଏଲ୍‌ ବ୍ୟୁରୋ: ବାଜି ସାରିଛି କୀଡ଼ା ମହାକୁମ୍ଭର ବିଗୁଲ। ଭବ୍ୟ ସମାରୋହର ସହିତ ଉଦଘଶଯିତ ହୋଇଛି ପ୍ୟାରିସ୍‌ ଅଲିମ୍ପିକ୍ସ। ଅଲିମ୍ପିକ୍ସରେ ୨୦୦ଟି ଦେଶର ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ଭାରତର ୧୧୭ ଜଣ ଖେଳାଳି ୧୬ଟି କ୍ରୀଡ଼ାରେ ଭାଗ ନେଇଛନ୍ତି। ଅଗଷ୍ଯ ୧୧ ଯାଏ ଚାଲିବ ବିଶ୍ବ କ୍ରୀଡ଼ା ମହାକୁମ୍ଭ। ସବୁଠୁ…

ନୀତି ଆୟୋଗ ବୈଠକ ଆରମ୍ଭ, ଯୋଗ ଦେଲେନି ୭…

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ନୀତି ଆୟୋଗ ବୈଠକ। ରାଷ୍ଟ୍ରପତି ଭବନର ସଂସ୍କୃତିକ କେନ୍ଦ୍ରରେ ଆରମ୍ଭ ହୋଇଛି ବୈଠକ। ୨୦୪୭ ସୁଦ୍ଧା ବିକଶିତ ଭାରତ ରୋଡ୍‌ ମ୍ୟାପ୍‌ ଉପରେ ଆଲୋଚନା ହେବ। ଏହି ବୈଠକରେ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଆଉ ସମସ୍ତ…