Odisha Link
Bridging the Missing Links in Odisha
Daily Archives

July 29, 2024

ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେବାରେ…

ଓଏଲ୍‌ ବ୍ୟୁରୋ: ଆଜି ବଜେଟ୍‌ ପ୍ରସଙ୍ଗରେ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏଥର ବଜେଟ୍‌ ଗେମ୍‌ ଚେଞ୍ଜର ନୁହେଁ ନେମ୍‌ ଚେଞ୍ଚର ବୋଲି କହିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ଜନତା ପାର୍ଟି। ଭାରତୀୟ ଜନତା ପାର୍ଟିର…

ଅଲିମ୍ପିକ୍ସ ୨୦୨୪: କ୍ବାର୍ଟର ଫାଇନାଲରେ…

ଓଏଲ୍‌ ବ୍ୟୁରୋ: ଆଉ ଏକ ପଦକ ଆଶା ମଉଳିଲା। ତୀରନ୍ଦାଜୀର କ୍ବାର୍ଟର ଫାଇନାଲ ମୁକାବିଲାରେ ହାରିଲା ଭାରତୀୟ ଦଳ। କ୍ବାର୍ଟର ଫାଇନାଲ ମୁକାବିଲାରେ ତୁର୍କୀଠୁ ହାରି ଅଲିମ୍ପିକ୍ସରୁ ବିଦାୟ ନେଲା ଭାରତ। ଏଥିସହିତ ତୀରନାନ୍ଦୀର ଟିମ୍‌ ଇଭେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି ତୁର୍କୀ ଦଳ। ପ୍ରଥମ ସେଟ୍,…

ଶେଷ ମିନିଟ୍‌ରେ ପଲଟିଗଲା ବାଜି,…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ମ୍ୟାଚରେ କଡ଼ା ସଂଘର୍ଷ କରି ପରାଜୟ ମୁହଁରୁ ବର୍ତ୍ତିଲା ଭାରତୀୟ ହକି ଦଳ। ଅଲମ୍ପିକ୍ସିର ହକି ଇଭେଣ୍ଡର ପୁଲ୍-ବିର ଏକ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ-ଆର୍ଜେଣ୍ଟିନା। ୧-୦ରେ ଆଗୁଆ ଥିବା ଆର୍ଜେଣ୍ଟିନା ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭାରତୀୟ ହକି ଟିମ୍‌ ଶେଷ…

ପୁଣି ଏକ ଲଘୁଚାପ ସମ୍ଭାବନା, ବୁଧବାର…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଜୁଲାଇ ୩୧ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଘୂର୍ଣ୍ଣିବଳୟଟି ଆଗକୁ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୩୧ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ…

ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର…

ଓଏଲ୍‌ ବ୍ୟୁରୋ: ବଜେଟ୍‌ ଅଧିବେଶନରେ ମୋହନ ସରକାର ଯେଉଁ ବଜେଟ୍‌ ଉପସ୍ଥାପନା କରିଥିଲେ, ତାକୁ ନେଇ ବଡ଼ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଭାରତୀୟ ଜନତାପାର୍ଟିକୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବଜେଟ୍‌ ଆଲୋଚନା ବେଳେ ବିଜେପି ସରକାରଙ୍କୁ କଡ଼ା…

ବଜେଟକୁ ନେଇ ମୁହଁ ଖୋଲିଲେ ନବୀନ…

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଷଷ୍ଠ ଦିନ। ଗୃହକାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ଆଲୋଚନା ଜାରି ରହିଥିଲା। ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିବୃତି ପରେ ଚର୍ଚ୍ଚା ସୃଷ୍ଟି ହୋଇଛି। ବଜେଟ୍ ଆଲୋଚନା ବେଳେ ସରକାରଙ୍କୁ ନବୀନ ପଟ୍ଟନାୟକ କଡ଼ା…

ଗୃହରେ ଅଚଳାବସ୍ଥା, ବାଚସ୍ପତିଙ୍କ…

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଷଷ୍ଠ ଦିନ। ଗୃହକାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ଆଲୋଚନା ଜାରି ରହିଥିଲା। ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବିବୃତି ପରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ବାଚସ୍ପତିଙ୍କ ପୋଡ଼ିୟମ୍‌କୁ ଚଢ଼ିଲେ କଂଗ୍ରେସ ବିଧାୟକ ତାରା…

ଏବେବି ରାଜ୍ୟର ୧୦ ଜିଲ୍ଲାରେ ମାଓବାଦୀ…

ଓଏଲ୍‌ ବ୍ୟୁରୋ: ବଜେଟ୍‌ ଅଧିବେଶନର ୬ଷ୍ଠ ଦିନରେ ରାଜ୍ୟରେ ମଓବାଦୀଙ୍କ କାର୍ଯ୍ୟକଳାପ ସମ୍ପର୍କିତ ପ୍ରଶ୍ନ କରିଥିଲେ ବିଜୁ ଜନତା ଦଳ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିଛି। ହେଲେ ଏବେବି ୧୦ଟି ଜିଲାରେ…

ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ, ହଜାରେ…

ଓଏଲ୍‌ ବ୍ୟୁରୋ: ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୌସୁମୀ ବର୍ଷାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦବେଗଜନକ। ରାଜ୍ୟରେ ଏଯାବତ୍ ମୋଟ ହଜାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଚିହ୍ନଟ ହୋଇଛି। ଗତକାଲି ସୁଦ୍ଧା ହଜାରେ…

ଶୁଟିଂରେ ଆଉ ଏକ ପଦକ ଆଶା ମଉଳିଲା, ୪ର୍ଥ…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ତୃତୀୟ ଦିନରେ ଭାରତ ପାଇଁ ସେତେ ଭଲ ଆରମ୍ଭ ହୋଇ ନାହିଁ। ଦୁଇଟି ପଦକ ହାତଛଡ଼ା କରିଛନ୍ତି ଭାରତୀୟ ଖେଳାଳି। ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ପଦକ ହାସଲ କରିବାରେ ବଞ୍ଚିତ ହୋଇଛନ୍ତି ଅର୍ଜୁନ। ସେ ଫାଇନାଲ ଇଭେଣ୍ଟରେ ୪ର୍ଥରେ ରହି ବିଦାୟ ନେଇଛନ୍ତି। ସେହିପରି…