Odisha Link
Bridging the Missing Links in Odisha

ନାବାଳକଙ୍କୁ ବାଇକ ମନା, ଆଜିଠୁ ଜୋରଦାର ଚେକିଂ

ଓଏଲ୍‌ ବ୍ୟୁରୋ: ଆଜିଠୁ ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିବାବେଳେ ଚେକିଂ ଜୋରଦାର କରାଯାଇଛି। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଉଛି। ନିୟମ ଅନୁସାରେ ଯଦି ନାବାଳକ ଗାଡ଼ି ଜବତ ହୁଏ, ତେବେ ଅଭିଭାବକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାର ସୂଚନା ରହିଛି।

ସୂଚନା ଅନୁସାରେ, ରାଜ୍ୟରେ ଦୁର୍ଘଟଣା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି। ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବାର ଖବର ସାମ୍ନାକୁ ମଧ୍ୟ ଆସୁଛି । ତେବେ ଏସବୁ ଭିତରେ ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବେଆଇନ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ଏହି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.