Odisha Link
Bridging the Missing Links in Odisha
Daily Archives

July 29, 2024

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୬…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୬ ଅଫିସରଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ବଣ୍ଟନ କରାଯାଇଛି। ରାଜ୍ୟସରକାର ୬ ଅଫିସରଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ବଣ୍ଟନ କରିଛନ୍ତି। ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଥିବାବେଳେ ଆଇଏଏସ୍…

ଅଗ୍ନିବୀରଙ୍କ ସଂରକ୍ଷଣ ଘୋଷଣା ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ଷଷ୍ଠ ଦିନ। ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଥିବାବେଳେ ବିଭିନ୍ନ ଆଲୋଚନା ଜାରି ରହିଛି। ଏସବୁ ଭିତରେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛି କଂଗ୍ରେସ। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ସ୍ବାଧିକାର ଭଙ୍ଗ ନୋଟିସକୁ ବାଚସ୍ପତି ଗ୍ରହଣ କରିଛନ୍ତି। ଗୃହ…

କିଏ ଭାଇରାଲ କଲା ହୀରାକୁଦ ଡ୍ୟାମ୍‌ର…

ଓଏଲ୍‌ ବ୍ୟୁରୋ: ଗତକାଲି ଖୋଲିଛି ହୀରାକୁଦ ଡ୍ୟାମ ଗେଟ୍। ସ୍ଲୁଇସ୍‌ ଗେଟ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବାବେଳେ ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଭିତରେ ଆଉ ଏକ…

ନାବାଳକଙ୍କୁ ବାଇକ ମନା, ଆଜିଠୁ ଜୋରଦାର…

ଓଏଲ୍‌ ବ୍ୟୁରୋ: ଆଜିଠୁ ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିବାବେଳେ ଚେକିଂ ଜୋରଦାର କରାଯାଇଛି। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଉଛି। ନିୟମ ଅନୁସାରେ ଯଦି…

ଗଛକୁ ପିଟିଲା ଯାତ୍ରୀବାହି ବସ୍‌, ୧୩ ଆହତ

ଓଏଲ୍‌ ବ୍ୟୁରୋ: ଗଛକୁ ଧକ୍କା ଦେଲା ଯାତ୍ରୀବାହି ବସ୍। ଆଜି ସକାଳେ ବସ୍ତା-ବାଲିଆପାଳ ରାସ୍ତା ସିଂଲା ଥାନା ପୁଟୁଲା ଛକ ନିକଟରେ ହୋଇଛି ବସ୍‌ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ବସ୍‌ଟି ଭାଙ୍ଗି ଯାଇଛି। ସମସ୍ତ ଆହତମାନଭ୍କୁ ନିକଟସ୍ଥ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ଆରମ୍ଭ ହେଲା ରତ୍ନଭଣ୍ଡାର ତଦାରଖ କମିଟିର…

ଓଏଲ୍‌ ବ୍ୟୁରୋ: ଖୋଲିସାରିଛି ରତ୍ନଭଣ୍ଡାର ଆଉ ସ୍ଥାନାନ୍ତର ହୋଇସାରିଛି ଅଳଙ୍କାର। ଏସବୁ ଭିତରେ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିବାବେଳେ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ ଆରମ୍ଭ ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ…

ଭିଜିଲାନ୍ସ ପଞ୍ଝାରେ ଅବକାରୀ ଜଏଣ୍ଟ…

ଓଏଲ୍‌ ବ୍ୟୁରୋ: କୁବେର ବାବୁଙ୍କ ପରେ ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍‌ କରାଯାଇଛି।…

ଆଜି ଶ୍ରାବଣ ସୋମବାର, ବିଭିନ୍ନ ଶୈବ…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଯେଉଁଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ। ରାଜ୍ୟରେ ଥିବା ଶିବ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ କାଉଡ଼ିଆଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବଳ ଭିଡ଼…

ଅଲିମ୍ପିକ୍ସରେ ପଦକ ଜିତିଲେ ମନୁ,…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ଜିତିଲେ ମନୁ ଭାକର। ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି। ବିଭିନ୍ନ ମହଲରୁ ମନୁ…

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ବାତିଲ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି। ରାତି ୧ଟା ୩୫ରେ ଲାଇନ୍‌ଚ୍ୟୁତ ନେଇ ରେଲୱେ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଛି। ବର୍ତ୍ତମାନ ଉଭୟ…